ଡିଏଭି ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକ କ୍ରୀଡ଼ା ପ୍ରତିଯୋଗୀତା

କଟକ ସଦର , ୦୯/୦୧/୨୦୨ ୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଠାରେ ଥିବା ଅଗ୍ରଣୀ ଇଂରାଜୀ ମାଧ୍ୟମ ଡିଏଭି ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକ କ୍ରୀଡ଼ା ପ୍ରତିଯୋଗୀତା ଆଜି ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି। ଏହି ଉପଲକ୍ଷେ ସ୍କୁଲର ପ୍ରିନ୍ସପାଲ ତଥା କିଶନନଗର ପଞ୍ଚାୟତର ସରପଞ୍ଚ ସୁଜାତା ସେଠୀଙ୍କ ପୈ।ରୋହିତ୍ୟରେ ଆୟୋଜିତ ପୁରସ୍କାର ବିତରଣ ସଭାରେ ଗ୍ଲୋବାଲ ଇଣ୍ଡିଆନ ମଡେଲ ସ୍କୁଲର ପରିଚାଳନା ନିର୍ଦେଶକ ତଥା ଇଣ୍ଡିଆ ଫାଉଣ୍ଡେସନର ସଂପାଦକ ଡ଼ଃ ଚୈ।ଧୁରୀ ସତ୍ୟ ଦାସ, ଉତ୍କଳ ବିକାଶ ପରିଷଦର ସଭାପତି ତଥା ଜଣାଶୁଣା ଯୁବ ସମାଜସେବୀ ଇଂ ପ୍ରକାଶ ଚନ୍ଦ୍ର ସେଠୀ, କଟକ ସଦର ଵିଚାର ମଞ୍ଚ ସଭାପତି ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ପରିଚାଳନାରେ ସୁଧାକର ଦାସ, ସୋନାଲି ମହାନ୍ତି, ବିଶ୍ୱଜିତ ବେହେରା,ସୈ। ମ୍ୟରଞ୍ଜନ ପୃଷ୍ଟି,ଵିଜୟ ବେହେରା,ସାହେଦା ଅଜୁଂମ୍,ଇସ୍ତାର ଅହମ୍ମଦ, ଅଲିଭା ମହାନ୍ତି,ମାମାଲି ମହାରଣା,ପ୍ରତିପ୍ରିୟା ମହାପାତ୍ର ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *