ଓଡ଼ିଶା ସମାଚାର

ସଂକ୍ଷେପରେ ତାଜା ଖବର : ଟ୍ରକ୍ – ବାଇକ୍ ଧକା , ୧ ମୃତ, ୨ ଗୁରୁତର ଆହତ

 Current News

ସଂକ୍ଷେପରେ ତାଜା ଖବର : ଟ୍ରକ୍ – ବାଇକ୍ ଧକା , ୧ ମୃତ, ୨ ଗୁରୁତର ଆହତ

ସଂକ୍ଷେପରେ ତାଜା ଖବର : ଟ୍ରକ୍ – ବାଇକ୍ ଧକା , ୧ ମୃତ, ୨ ଗୁରୁତର ଆହତ
June 06
08:46 2017

ପଟ୍ଟାମୁଣ୍ଡାଇ, ୦୬/୦୬/୨୦୧୭(ଓଡ଼ିଶା ସମାଚାର) –  ଏକ ଟ୍ରକ୍ ସହିତ ଏକ ବାଇକ୍ ଧକା ହେବା ଫଳରେ ଜଣେ ମୃତ୍ୟୁ ବରଣ କରିଥିବାବେଳେ  ୨ ଜଣ  ଗୁରୁତର ଭାବେ ଆହତ ହୋଇଛନ୍ତି । ମିଳିଥିବା ତାଜା ସୂଚନା ଅନୁସାରେ ରାଜନଗର ବାଇପାସ୍ ନିକଟରେ ଏକ ଟ୍ରକ୍ ସହିତ ଏକ ବାଇକ୍ ର ଧକା ହୋଇଥିଲା । ଏହି ଧକାରେ ଜଣେ ମୃତ୍ୟୁ ବରଣ କରିଥିବାବେଳେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକ ଜଣଙ୍କ ହେଉଛନ୍ତି କବିନ୍ଦ୍ର ସେଠୀ । କ୍ଷତିପୁରଣ ଦାବିକରି ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିବାବେଳେ ଗୁରୁତର ଆହତ ଦୁଇ ଜଣଙ୍କୁ କେନ୍ଦ୍ରପଡ଼ା ଜିଲା ହସପିଟାଲକୁ ପଠାଯାଇଛି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

2 × 2 =