ଓଡ଼ିଶା ସମାଚାର

ସଂକ୍ଷେପରେ ତାଜା ଖବର : କଟକ ଓ ଭୁବନେଶ୍ୱରରୁ ପୁରୀ ଆଦି ସ୍ଥାନକୁ ବସ୍ ଚଳା ଚଳ ବନ୍ଦ୍

 Current News

ସଂକ୍ଷେପରେ ତାଜା ଖବର : କଟକ ଓ ଭୁବନେଶ୍ୱରରୁ ପୁରୀ ଆଦି ସ୍ଥାନକୁ ବସ୍ ଚଳା ଚଳ ବନ୍ଦ୍

ସଂକ୍ଷେପରେ ତାଜା ଖବର : କଟକ ଓ ଭୁବନେଶ୍ୱରରୁ  ପୁରୀ ଆଦି ସ୍ଥାନକୁ ବସ୍ ଚଳା ଚଳ ବନ୍ଦ୍
June 06
08:36 2017

ଭୁବନେଶ୍ୱର, ୦୬/୦୬/୨୦୧୭(ଓଡ଼ିଶା ସମାଚାର) – କଟକ, ଭୁବନେଶ୍ୱର ଓ ପୁରୀ ଘରୋଇ ବସ୍ ମାଲିକ ସଂଘର ନିଷ୍ପତି କ୍ରମେ ଆଜି ଠାରୁ କଟକ ଓ ଭୁବନେଶ୍ୱରରୁ  ପୁରୀ ଆଦି ସ୍ଥାନକୁ ବସ୍ ଚଳା ଚଳ ବନ୍ଦ୍ ରହିଛି । ଗତକାଲି ପିପିଲି ଠାରେ ଏକ ବସ୍ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଉତ୍ୟକ୍ତ ଲୋକେ ୩ ଟି ବସ୍ କୁ ଭଙ୍ଗାରୁଜା କରି ନିଆଁ ଲଗାଇ ଦେଇଥିଲେ । ଏହାର ପ୍ରତିବାଦରେ ସଂଘ ପକ୍ଷରୁ କେତେକ ଦାବି ଉପସ୍ଥାପନ କରାଯିବା ସହ ଆଜି ଠାରୁ କୋଣାର୍କ,ପୁରୀ,ନିମାପଡ଼ା,କାକଟପୁର, ଅସ୍ତରଙ୍ଗ, ପିପିିଲି , ପୁରୀ ଆଦି ସ୍ଥାନକୁ ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

one × 5 =