ଓଡ଼ିଶା ସମାଚାର

ସଂକ୍ଷେପରେ ତାଜା ଖବର : ମେୟର ପଦ ହରାଇଲେ କେ . ମାଧବୀ

 Current News

ସଂକ୍ଷେପରେ ତାଜା ଖବର : ମେୟର ପଦ ହରାଇଲେ କେ . ମାଧବୀ

February 13
19:25 2018

bmc-banner
ବ୍ରହ୍ମପୁର,୧୩/୦୨/୨୦୧୮ (ଓଡ଼ିଶା ସମାଚାର)- ମେୟର ପଦ ହରାଇଲେ କେ . ମାଧବୀ । ମିଳିଥିବା ତାଜା ସୂଚନା ଅନୁସାରେ ବ୍ରହ୍ମପୁର ମୁ୍ୟନିସପାଲ କର୍ପୋରେସନ୍ ର ମେୟର କେ. ମାଧବୀ ତାଙ୍କ ପଦ ହରାଇଛନ୍ତି । ତାଙ୍କର ୨ ଟି ସ୍ୱାମୀ ଥିଲେ ମଧ୍ୟ ସେ

        କେ . ମାଧବୀ

       କେ . ମାଧବୀ

ସତ୍ୟପାଠରେ ତାହା ଦର୍ଶାଇନଥିଲେ । ସେ ମିଥ୍ୟା ସତ୍ୟାପାଠ ଦାଖଲ କରିଥିବା ପୂର୍ବତନ ମେୟର ଶିବଶଙ୍କର ଦାଶ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଭିତିକରି ଗଂଜାମ ଜିଲା ଦୌରାଜଜ ମଳୟ ରଂଜନ ଦାଶ କେ . ମାଧବୀ ଙ୍କ ମେୟର ପଦବୀ ରଦ କରିବା ସହିତ ୨ ହଜାର ଟଙ୍କା ଜୋରିମାନା କରିଛନ୍ତି  ।  ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

5 × three =