ଓଡ଼ିଶା ସମାଚାର

ଦୁର୍ଦ୍ଧାନ୍ତ ମାଓବାଦୀକୁ ୧୦ ବର୍ଷ ଜେଲ ଦଣ୍ଡାଦେଶ

ଦୁର୍ଦ୍ଧାନ୍ତ ମାଓବାଦୀକୁ ୧୦ ବର୍ଷ ଜେଲ ଦଣ୍ଡାଦେଶ

ଦୁର୍ଦ୍ଧାନ୍ତ ମାଓବାଦୀକୁ ୧୦ ବର୍ଷ ଜେଲ ଦଣ୍ଡାଦେଶ
May 19
16:51 2017

ରାୟଗଡ଼ା, ୧୯/୦୫/୨୦୧୭(ଓଡ଼ିଶା ସମାଚାର) – ରାୟଗଡ଼ା ଜିଲ୍ଳା ଦୌରା ଜଜ୍ ଦୁର୍ଦ୍ଧାନ୍ତ ମାଓବାଦୀ ଗେମ୍ବାଲି ଚିନ୍ନାରାଓ କୁ ଦୁଇଟି ମାମଲାରେ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲ ଦଣ୍ଡାଦେଶ ଦେବା ସହ ୫୦ ହଜାର ଟଙ୍କାର ଜୋରିମାନା ପାଇଁ ନିର୍ଦ୍ଧେଶ ଦେଇଛନ୍ତି । ୨୦୦୭ ମଇ ୭ରେ ଫୁଲକାନାଜଙ୍ଗଲରେ କମ୍ବିଂ ଅପରେସନ ବେଳେ ତାକୁ ଗିରଫ କରାଯାଇଥିଲା । ତା’ଠାରୁ ୯ ଏମଏମ ପିସ୍ତଲ, ( ଡେଟୋନେଟର, ୫ ଟି ଜେଲୋଟିନ ଛଡ଼, ୨ କିଲୋ ଆମୋନିୟମ ନାଇଟ୍ରେଟ୍ ଜବତ କରାଯାଇଥିଲା । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

three × 4 =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...