ଓଡ଼ିଶା ସମାଚାର

ଦେବଗଡରେ ପିଆଜ ଚାଷୀଙ୍କ ଚିନ୍ତା

ଦେବଗଡରେ ପିଆଜ ଚାଷୀଙ୍କ ଚିନ୍ତା

ଦେବଗଡରେ ପିଆଜ ଚାଷୀଙ୍କ ଚିନ୍ତା
May 19
08:17 2017

ଭୁବନେଶ୍ୱର, ୧୯/୦୫/୨୦୧୭(ଓଡ଼ିଶା ସମାଚାର) –କଳାହାଣ୍ଡି ପରେ ଦେବଗଡ ଜିଲ୍ଲାରେ ପିଆଜ ଚାଷୀଙ୍କ ସମାନ ସ୍ଥିତି । ଦେବଗଡ ଜିଲ୍ଲାରେ ସର୍ବାଧିକ ପିଆଜ ଉପôାଦନ ହେଉଥିବା ରିଆମାଳ ଅଂଚଳରେ ଘରେ ଖଟତଳେ ଗଡୁଛି ପିଆଜ । ବର୍ଷତମାମ କଷ୍ଟ କରି ପିଆଜ ଉପôାଦନ କରିଥିବା ଚାଷୀ ଏବେ ଚିନ୍ତାରେ । କାରଣ ଗତବର୍ଷ ଯେଉଁ କିଲୋପିଛା ୨୫ ରୁ ୩୦ ଟଙ୍କାରେ ପିଆଜ ବିକି୍ର ହେଉଥିଲା ଚଳିତବର୍ଷ ୭ ରୁ ୮ ଟଙ୍କାରେ ବିକି୍ର କରିବାକୁ ବାଧ୍ୟ ହେଉଛନ୍ତି । ପ୍ରାୟ ୧୦୦ ଚାଷୀଙ୍କ ପାଇଁ ରହିଛି ୪ଟି ପିଆଜ ସାଇତା ଗୃହ । ଚଳିତବର୍ଷ ଅଧିକ ଉପôାଦନ ହୋଇଥିବାବେଳେ ଚାଷୀଙ୍କଠାରୁ ଖରିଦ କରିବା ପାଇଁ ବ୍ୟବସାୟୀଙ୍କର ଦେଖା ନାହିଁ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

2 × four =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...