ଓଡ଼ିଶା ସମାଚାର

ସଂକ୍ଷେପରେ ତାଜା ଖବର : ସମ୍ପର୍କୀୟଙ୍କ ଗୁଳି ମାଡ଼ରେ ଯୁବତୀ ମୃତ

 Current News

ସଂକ୍ଷେପରେ ତାଜା ଖବର : ସମ୍ପର୍କୀୟଙ୍କ ଗୁଳି ମାଡ଼ରେ ଯୁବତୀ ମୃତ

ସଂକ୍ଷେପରେ ତାଜା ଖବର : ସମ୍ପର୍କୀୟଙ୍କ ଗୁଳି ମାଡ଼ରେ ଯୁବତୀ ମୃତ
May 15
21:06 2017

ଜୟପୁର, ୧୫/୦୫/୨୦୧୭(ଓଡ଼ିଶା ସମାଚାର) – ସମ୍ପର୍କୀୟଙ୍କ ଗୁଳି ମାଡ଼ରେ ଜଣେ ଯୁବତୀଙ୍କର  ମୃତ୍ୟୁ ହୋଇଛି । ମିଳିଥିବା ତାଜା ଖବର ଅନୁସାରେ ବାରେଣିପୁଟ  ଅଂଚଳରେ ଗୁଳି ମାଡ଼ରେ ପିଙ୍କି ନାମକ ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଛି । ଗୁଳିମାଡ଼ କରିଥିବା ଯୁବକ ଅଜିତ ଖରାଙ୍କୁ ଥାନାରେ ଅଟକ ରଖାଯାଇଛି । ସେ ମୃତ ଯୁବତୀଙ୍କ ସମ୍ପର୍କୀୟ । ଘଟଣାସ୍ଥଳରେ ସାଇନ୍ଟିଫିକ୍ ଟିମ୍ ଓ ଅତିରିକ୍ତ ଏସପି ପହଂଚିଛନ୍ତି । ୨ ଟି ଖୋକା ଓ ବନ୍ଧୁକ ଜବତ କରାଯାଇଛି । ଘଟଣାସ୍ଥଳରେ ଚାପା ଉତେଜନା ପ୍ରକାଶ ପାଇଛି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

19 + one =