ଓଡ଼ିଶା ସମାଚାର

ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା

 Breaking News
  • ସଂକ୍ଷେପରେ ତାଜା ଖବର : ପତ୍ନୀକୁ କିରୋସିନୀ ଢ଼ାଳି ପୋଡ଼ି ମାରିଦେଲା ସ୍ୱାମୀ   ଆନନ୍ଦପୁର,୧୮/୦୬/୨୦୧୯ (ଓଡ଼ିଶା ସମାଚାର)- ପତ୍ନୀକୁ କିରୋସିନୀ ଢ଼ାଳି ପୋଡ଼ି ମାରିଦେଲା ସ୍ୱାମୀ । ଏଭଳି ଘଟଣା ଘଟିଛି ମହୁଲଡ଼ିହା ଥାନା ଅନ୍ତର୍ଗତ କୋଇଲିପାଳ ଗାଁ ରେ । ଗତକାଲି ବିଳମ୍ବିତ ରାତିରେ ପ୍ରଫୁଲ ନାଏକ ତାଙ୍କ ପତ୍ନୀ ଲିଜା ଦେହରେ...
  • ସଂକ୍ଷେପରେ ତାଜା ଖବର : ଦେଢ଼କୋଟି ଟଙ୍କାର ବ୍ରାଉନସୁଗାର ଜବତ – ୪ ଗିରଫ ବାଲେଶ୍ୱର,୧୮/୦୬/୨୦୧୯ (ଓଡ଼ିଶା ସମାଚାର)- ଅବକାରୀ ବିଭାଗର ଭ୍ରାମ୍ୟମାଣ ସ୍କ୍ୱାର୍ଡ଼ ଓ ସହଦେବଖୁଂଟା ପୋଲିସ୍ ଚଢ଼ାଉ କରି ଫୁଲାରୀପଚା ଛକ ରୁ ଦେଢ଼କେଜି ଓଜନର ବ୍ରାଉନସୁଗାର ଜବତ କରିଛନ୍ତି । ସମ୍ପୃକ୍ତ ୪ ଜଣଙ୍କୁ ମଧ୍ୟ ଗିରଫ କରିଛନ୍ତି । ଜବତ ବ୍ରାଉନସୁଗାରର...
  • ଦୁର୍ଘଟଣାରେ ୨ ଯୁବକ ମୃତ ପଟ୍ଟାମୁଣ୍ଡାଇ, ୧୮/୦୬/୨୦୧୯ (ଓଡ଼ିଶା ସମାଚାର)-ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ଚୂନଢିଅ ଠାରେ ଏସଡ଼ିପିଓ ଅଫିସ ନିକଟରେ ସୋମବାର ରାତି ପ୍ରାୟ ସାଢ଼େ ୯ଟାରେ ଏକ ଦୁର୍ଘଟଣାରେ ଘଟଣାସ୍ଥଳରେ ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ପଟ୍ଟାମୁଣ୍ଡାଇ ପୁଲିସ ପହଂଚି ଦୁର୍ଘଟଣାର ତଦନ୍ତ ଆରମ୍ଭ...
  • ସ୍ନାନବେଦୀରେ ଶ୍ରୀବଳଦେବଜୀଉଙ୍କ ହାତୀବେଶ କେନ୍ଦ୍ରାପଡା, ୧୮/୦୬/୨୦୧୯ (ଓଡ଼ିଶା ସମାଚାର)- ଶ୍ରୀ ବଳଦେବଜୀଉ, ସୁଭଦ୍ରା ଏବଂ ଜଗନ୍ନାଥଙ୍କୁ ସ୍ନାନ ପୂର୍ଣ୍ଣିମାରେ ମନ୍ଦିର ଭିତରୁ ସ୍ନାନବେଦୀକୁ ଅଣାଯାଇଥିଲା । ଏହି ଉପଲକ୍ଷେ ରବିବାର ରାତି ୧୨ଟାରେ ସେନାପଟ୍ଟା ଓ ସକାଳ ୫ଟାରେ ପୁଷ୍ପାଞ୍ଜଳି ଦିଆଯାଇ ୭ଟାରେ ଧାଡି ପହଁଣ୍ଡିରେ...
  • ଲକ୍ଷ୍ମୀନାରାୟଣଙ୍କ ଆଶ୍ରମରେ ଦେବ ସ୍ନାନ ପୂର୍ଣ୍ଣିମା ପାଟକୁରା  ୧୮/୦୬/୨୦୧୯ (ଓଡ଼ିଶା ସମାଚାର)-ଦଶମୌଜିସ୍ଥିତ ଆଶ୍ରମବାଲିକୁଦା ଠାରେ ନାମାଚାର୍ଯ୍ୟ ବାୟାବାବାଙ୍କ ଦ୍ୱାରା ପରିଚାଳିତ ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣଙ୍କ ଆଶ୍ରମରେ ସୋମବାର ପାରମ୍ପାରିକ ଭାବରେ ଦେବ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି । ଆଶ୍ରମରେ ଥିବା ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ଗର୍ଭଗୃହରୁ ଶ୍ରୀ...
May 22
22:57 2019

କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ ସମୀକ୍ଷା ଶର୍ମା ମୋଟ ୬୦୦ ନମ୍ବରରୁ ୫୬୦ ରଖିଥିବା ବେଳେ ଡେରାବିଶ ବ୍ଲକ ତିଲଙ୍ଗ ଶିଶୁ ମନ୍ଦିରର ଛାତ୍ରୀ ଶାନ୍ତ୍ୱନା ଉପାଧ୍ୟାୟ ୫୬୬ ନମ୍ବର ରଖିଛନ୍ତି । ଶାନ୍ତ୍ୱନାଙ୍କ ମାଆ ଜଣେ ଶିକ୍ଷୟିତ୍ରୀ ହୋଇଥିବା ବେଳେ ତାଙ୍କ ପିତା ରେଳ ବିଭାଗର ଜଣେ ପଦସ୍ତ ଅଧିକାରୀ ଅଟନ୍ତି । ସେହିପରି ସମୀକ୍ଷାଙ୍କ ବାପା କୃଷ୍ଣ ପ୍ରସାଦ ଶର୍ମା ଜଣେ ବ୍ୟବସାୟୀ ହୋଇଥିବା ବେଲେ ମାଆ ଜଣେ ଗୃହିଣୀ ଅଟନ୍ତି । ୯୩ ଶତକଡା ନମ୍ବର ରଖିଥିବା ସମୀକ୍ଷା ଭବିଷ୍ୟତରେ ଜଣେ ଆଇଏଏସ ଅଫିସର ହେବା ପାଇଁ ଅଭିଳାସ ରଖରôତବା ବେଳେ ଶାନ୍ତ୍ୱନା ଆଇଆଇଟି ଇଂଜିନିୟର ହେବା ପାଇଁ ଆଶା ରଖରଛନ୍ତି । ଫଳ ପ୍ରକାଶ ପରେ ଉଭୟ ଛାତ୍ରୀଙ୍କ ବିଦ୍ୟାଳୟରେ ତଥା ସ୍ଥାନୀୟ ଅଂଚଳରେ ଆନନ୍ଦ ଖେଳି ଯାଇଛି । ନିଜର ସଫଳତା ପାଇଁ ଛାତ୍ରୀ ଦ୍ୱୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ପିତାମାତାଙ୍କ ଅବଦାନ ଯୋଗୁ ଏହା ସମ୍ଭବ ହୋଇଛି ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିବା ସହିତ ଦୈନିକ ୧୨ ରୁ ୧୫ ଘଂଟା ପରିଶ୍ରମ କରି ଏହି ସଫଳତା ପାଇଛନ୍ତି ବୋଲି ସେମାନେ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment