ଓଡ଼ିଶା ସମାଚାର

ପଂଚଦଶ ବିଧାନସଭା ଭଙ୍ଗ ପାଇଁ ଚଳିତ ସପ୍ତାହରେ କ୍ୟାବିନେଟ ବୈଠକ

 Breaking News
  • ସଂକ୍ଷେପରେ ତାଜା ଖବର : ପତ୍ନୀକୁ କିରୋସିନୀ ଢ଼ାଳି ପୋଡ଼ି ମାରିଦେଲା ସ୍ୱାମୀ   ଆନନ୍ଦପୁର,୧୮/୦୬/୨୦୧୯ (ଓଡ଼ିଶା ସମାଚାର)- ପତ୍ନୀକୁ କିରୋସିନୀ ଢ଼ାଳି ପୋଡ଼ି ମାରିଦେଲା ସ୍ୱାମୀ । ଏଭଳି ଘଟଣା ଘଟିଛି ମହୁଲଡ଼ିହା ଥାନା ଅନ୍ତର୍ଗତ କୋଇଲିପାଳ ଗାଁ ରେ । ଗତକାଲି ବିଳମ୍ବିତ ରାତିରେ ପ୍ରଫୁଲ ନାଏକ ତାଙ୍କ ପତ୍ନୀ ଲିଜା ଦେହରେ...
  • ସଂକ୍ଷେପରେ ତାଜା ଖବର : ଦେଢ଼କୋଟି ଟଙ୍କାର ବ୍ରାଉନସୁଗାର ଜବତ – ୪ ଗିରଫ ବାଲେଶ୍ୱର,୧୮/୦୬/୨୦୧୯ (ଓଡ଼ିଶା ସମାଚାର)- ଅବକାରୀ ବିଭାଗର ଭ୍ରାମ୍ୟମାଣ ସ୍କ୍ୱାର୍ଡ଼ ଓ ସହଦେବଖୁଂଟା ପୋଲିସ୍ ଚଢ଼ାଉ କରି ଫୁଲାରୀପଚା ଛକ ରୁ ଦେଢ଼କେଜି ଓଜନର ବ୍ରାଉନସୁଗାର ଜବତ କରିଛନ୍ତି । ସମ୍ପୃକ୍ତ ୪ ଜଣଙ୍କୁ ମଧ୍ୟ ଗିରଫ କରିଛନ୍ତି । ଜବତ ବ୍ରାଉନସୁଗାରର...
  • ଦୁର୍ଘଟଣାରେ ୨ ଯୁବକ ମୃତ ପଟ୍ଟାମୁଣ୍ଡାଇ, ୧୮/୦୬/୨୦୧୯ (ଓଡ଼ିଶା ସମାଚାର)-ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ଚୂନଢିଅ ଠାରେ ଏସଡ଼ିପିଓ ଅଫିସ ନିକଟରେ ସୋମବାର ରାତି ପ୍ରାୟ ସାଢ଼େ ୯ଟାରେ ଏକ ଦୁର୍ଘଟଣାରେ ଘଟଣାସ୍ଥଳରେ ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ପଟ୍ଟାମୁଣ୍ଡାଇ ପୁଲିସ ପହଂଚି ଦୁର୍ଘଟଣାର ତଦନ୍ତ ଆରମ୍ଭ...
  • ସ୍ନାନବେଦୀରେ ଶ୍ରୀବଳଦେବଜୀଉଙ୍କ ହାତୀବେଶ କେନ୍ଦ୍ରାପଡା, ୧୮/୦୬/୨୦୧୯ (ଓଡ଼ିଶା ସମାଚାର)- ଶ୍ରୀ ବଳଦେବଜୀଉ, ସୁଭଦ୍ରା ଏବଂ ଜଗନ୍ନାଥଙ୍କୁ ସ୍ନାନ ପୂର୍ଣ୍ଣିମାରେ ମନ୍ଦିର ଭିତରୁ ସ୍ନାନବେଦୀକୁ ଅଣାଯାଇଥିଲା । ଏହି ଉପଲକ୍ଷେ ରବିବାର ରାତି ୧୨ଟାରେ ସେନାପଟ୍ଟା ଓ ସକାଳ ୫ଟାରେ ପୁଷ୍ପାଞ୍ଜଳି ଦିଆଯାଇ ୭ଟାରେ ଧାଡି ପହଁଣ୍ଡିରେ...
  • ଲକ୍ଷ୍ମୀନାରାୟଣଙ୍କ ଆଶ୍ରମରେ ଦେବ ସ୍ନାନ ପୂର୍ଣ୍ଣିମା ପାଟକୁରା  ୧୮/୦୬/୨୦୧୯ (ଓଡ଼ିଶା ସମାଚାର)-ଦଶମୌଜିସ୍ଥିତ ଆଶ୍ରମବାଲିକୁଦା ଠାରେ ନାମାଚାର୍ଯ୍ୟ ବାୟାବାବାଙ୍କ ଦ୍ୱାରା ପରିଚାଳିତ ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣଙ୍କ ଆଶ୍ରମରେ ସୋମବାର ପାରମ୍ପାରିକ ଭାବରେ ଦେବ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି । ଆଶ୍ରମରେ ଥିବା ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ଗର୍ଭଗୃହରୁ ଶ୍ରୀ...
May 15
05:36 2019

ଭୁବନେଶ୍ୱର, ୧୫/୦୫/୨୦୧୯ (ଓଡ଼ିଶା ସମାଚାର)-  ଆସନ୍ତା ୨୩ ତାରିଖରେ ଭୋଟ ଗଣତି ହେବ । ଏହା ପରେ ନୂଆ ସରକାର ଗଠନ ହେବ । ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି । ଅନ୍ୟପକ୍ଷରେ ପଂଚଦଶ ବିଧାନସଭା ଭଙ୍ଗ ପାଇଁ ଚଳିତ ସପ୍ତାହରେ କ୍ୟାବିନେଟ ବୈଠକ ବସିବ । ଆସନ୍ତା ୨୭ କିମ୍ବା ୨୮ ତାରିଖରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । ଫଣି ମହାବାତ୍ୟା ଯୋଗୁ ନିରାଡ଼ମ୍ବର ଭାବେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇପାରେ । ଓଡ଼ିଶା ସଭାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment