Something went wrong with the connection!

ଓଡ଼ିଶା ସମାଚାର

ସଂକ୍ଷେପରେ ତାଜା ଖବର : ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ

 Current News

ସଂକ୍ଷେପରେ ତାଜା ଖବର : ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ

January 12
08:31 2018
Share this...
Share on Facebook0Share on Google+0Tweet about this on TwitterShare on LinkedIn1

କୋରେଇ, ୧୨/୦୧/୨୦୧୮ (ଓଡ଼ିଶା ସମାଚାର)-ପୂର୍ବ ଶତୃତାରୁ ପାଣିକୋଇଲି ଥାନା ଅନ୍ତର୍ଗତ ଗୋଡ଼ିପପାଟଣା ଗ୍ରାମରେ ଜଣେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଛନ୍ତି Odia Taza Khabar। ମିଳିଥିବା ସୂଚନା ଅନୁସାରେ ପିତବାସ ସାହୁଙ୍କ ପୁଅ ଅଭିରାମ (୩୪) ବିଳମ୍ବିତ ରାତିରେ ଘରକୁ ଫେରୁଥିବାବେଳେ କେତେକ ଦୁର୍ବୃତ ଗୋଡ଼େଇ ଗୋଡ଼େଇ ହାଣିଲେ । ତାଙ୍କ ମୁଣ୍ଡରେ ଚୋଟ ବାଜିଥିବାବେଳେ ଗୋଡ଼ ୨ ଖଣ୍ଡ ହୋଇଛି । ତାଙ୍କୁ ଶଙ୍କଟାପନ୍ନ ଅବସ୍ଥାରେ ପ୍ରଥମେ ଯାଜପୁର ରୋଡ଼ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

1 × 1 =

Polls

Sorry, there are no polls available at the moment.