Something went wrong with the connection!

ଓଡ଼ିଶା ସମାଚାର

ଲାଂଚ ନେଉଥିବା ବେଳେ ଜେଇ ଗିରଫ

 Current News

ଲାଂଚ ନେଉଥିବା ବେଳେ ଜେଇ ଗିରଫ

January 11
12:48 2018
Share this...
Share on Facebook0Share on Google+0Tweet about this on TwitterShare on LinkedIn0

VIGILANCE
କଟକ, ୧୧/୦୧/୨୦୧୮ (ଓଡ଼ିଶା ସମାଚାର)-ସୁବର୍ଣପୁର ଜିଲ୍ଲାର ବିନିକା ସେକ୍ସନର ଜେଇ ଚିତ ରଂଜନ ବେଉରା ୮ ହଜାର ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ପ୍ରଭିଜିନାଲ ଇଲେକ୍ଟିସିଟି ବିଲ ବଦଳରେ ରେଗୁଲାର ଇଲେକ୍ଟିସିଟି ବିଲ ପ୍ରଦାନ କରିବାକୁ ଲାଂଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

twelve − 8 =

Polls

Sorry, there are no polls available at the moment.