ଓଡ଼ିଶା ସମାଚାର

ପାରାଦୀପ ବନ୍ଦରର ପୁଣି ଏକ ନୂଆ ରେକର୍ଡ଼

 Current News
  • କାର୍ତିକ ଆରଏସଏସ ର ସଦସ୍ୟ ଭୁବନେଶ୍ୱର, ୨୧/୦୨/୨୦୧୮ (ଓଡ଼ିଶା ସମାଚାର)- ଗତକାଲି କୁମ୍ଭାରୀ ଗ୍ରାମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର କଲାବେଳେ କାର୍ତିକ ମେହେର ନାମକ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗିବାକୁ ଉଦ୍ୟମ କରିଥିଲେ । ବିଜେଡି ତରଫରୁ ଏହାକୁ...
  • ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ ନେଇ ପୋଲିସ ଡିଜିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି ଭୁବନେଶ୍ୱର, ୨୧/୦୨/୨୦୧୮ (ଓଡ଼ିଶା ସମାଚାର)- ବିଜେପୁର ଉପ-ନିର୍ବାଚନରେ ପ୍ରାର୍ଥôନୀ ରୀତା ସାହୁଙ୍କ ପାଇଁ ପ୍ରଚାରରେ ଯାଇଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଉପରକୁ ବରପାଲ୍ଲୀ ବ୍ଲକ କୁମ୍ଭାରୀ ଗ୍ରାମ ଠାରେ ଗତକାଲି ଆକ୍ରମଣ କରାଯାଇଥିଲା । ଆକ୍ରମଣକାରୀର ପକେଟ୍ରୁ ବିଜେପିର...
  • ଯୁଗଶ୍ରୀ ଯୁଗନାରୀର ବାର୍ଷିକ ସାରସ୍ୱତ ସମାରୋହ ଅନୁଷ୍ଠିତ             ସାରସ୍ୱତ ସ୍ରଷ୍ଟାମାନେ ସମାଜ ସଚେତନ ହେବାକୁ ଆହ୍ୱାନ ଭୁବନେଶ୍ୱର, ୨୧/୦୨/୨୦୧୮ (ଓଡ଼ିଶା ସମାଚାର)-  ବାଲେଶ୍ୱରରୁ ନିୟମିତ ପ୍ରକାଶିତ ହେଉଥିବା ମାସିକ ମହିଳା ପତ୍ରିକା ‘ଯୁଗଶ୍ରୀ ଯୁଗନାରୀ’ର ବାର୍ଷିକ ସାରସ୍ୱତ ସମାରୋହ ଆଜି ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି । ସଭା...
  • କେନ୍ଦ୍ରମନ୍ତ୍ରୀ ରାମକି୍ରଷ୍ଣପାଲ ଯାଦବଙ୍କୁ ସ୍ୱାଗତ ଭୁବନେଶ୍ୱର, ୨୧/୦୨/୨୦୧୮ (ଓଡ଼ିଶା ସମାଚାର)-ଗାଇ ସିଲଟ ବ୍ଲକ ଅନ୍ତର୍ଗତ ଜଗଲଘାଟ ପଂଚାୟତରେ ଏକ ନିର୍ବାଚନୀ ସଭାରେ ବରଗଡ଼ ଜିଲ୍ଲା ସଭାପତି ଅରୁପାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ସମ୍ପାଦକ ସୁରେଶ ପୂଜାରୀ, ଚିତରଞ୍ଜନ କଂସ, ଲକ୍ଷ୍ମଣ ଭୋଇ, ଆଲେକଜାଣ୍ଡର ଦାସ, ସୁଜାତା ବାରିକ,...
  • ଶିକ୍ଷୟତ୍ରୀ ବିଦ୍ୟାଳୟକୁ ବିଳମ୍ବରେ ଆସୁଛନ୍ତି ବେଙ୍ଗାମୁଣ୍ଡା,୨୧/୦୨/୨୦୧୮ (ଓଡ଼ିଶା ସମାଚାର/ଅଶୋକ ନାରାୟଣ ଭୋଇ)-ସରକାର ସମସ୍ତ ଙ୍କ ପାଇଁ ମାଗଣା ଏବଂ ବାଧ୍ୟତା ମୂଳକ ଶିକ୍ଷା ର ବ୍ୟବସ୍ଥା କରିବା ସହ ଛାତ୍ର ଛାତ୍ରୀ ଙ୍କୁ ବିଦ୍ୟାଳୟଭିମୁଖୀ ଲକ୍ଷ୍ୟରେ  ମାଗଣାରେ ପାଠ୍ୟ ପୁସ୍ତକ ବଂଟନ, ପୋଷାକ, ମଧ୍ୟାହ୍ନ ଭୋଜନ ଆଦି...

ପାରାଦୀପ ବନ୍ଦରର ପୁଣି ଏକ ନୂଆ ରେକର୍ଡ଼

January 10
12:21 2018

Paradeep
  ୧୫ଘଂଟାରେ ବୃହତ୍ ଜାହାଜରୁ ସର୍ବାଧିକ କୋଇଲା ଖଲାସ୍
ପାରାଦୀପ ୧୦/୦୧/୨୦୧୮ (ଓଡ଼ିଶା ସମାଚାର)-ପାରାଦୀପ ବନ୍ଦରରେ ଗତକାଲି ଲାଗିଥିବା ବୃହତ୍ ଜାହାଜ ଏମଭି ଆକ୍ୱାଜଏରୁ କୋଇଲା ଖଲାସରେ ପାରାଦୀପ ବନ୍ଦର ପୁଣି ଏକ ନୂଆ ରେକର୍ଡ଼ ସୃଷ୍ଟି କରିଛି । ଏହି ଜାହାଜରେ ୧ ଲକ୍ଷ ୨୦ ହଜାର ମେଟ୍ରିକ୍ ଟନ୍ କୋଇଲା ଦକ୍ଷିଣ ଆଫ୍ରିକାର ରିଚାର୍ଡ଼ ବେ ବନ୍ଦରରୁ ବାହାରି ଗତକାଲି ଅପରାହ୍ନ ଗୋଟାଏବେଳେ ପାରାଦୀପରେ ପହଂଚିଥିଲା । ଏହ÷ି ଜାହାଜରେ ଆସିଥିବା କୋଇଲାର ଖାଲାସ୍ କାର୍ଯ୍ୟ ପାରାଦୀପର ଅଗ୍ରଣୀ ଷ୍ଟିଭେଡ଼ୋର୍ସ ସଂସ୍ଥା ଓଡ଼ିଶା ଷ୍ଟିଭେଡ଼ୋର୍ସ ଲିମିଟେଡ(ଓଏସଏଲ)ÿକୁ ଦିଆଯାଇ ଥିଲା । ଓଏସଏଲ ଏହି କୋଇଲାକୁ ଆମଦାନୀ କରିଥିବା ଭୁଷଣ କମ୍ପାନୀର ପ୍ଲଟକୁ ଆଣୁଛି । ତେବେ ଗତକାଲି ଅପରାହ୍ନ ୩ଟାରୁ ଓଏସଏଲ ଏହି କାର୍ଯ୍ୟ ଆରମ୍ଭ କରି ଆଜି ସକାଳ ୬ଟା ସୁଦ୍ଧା ୬୩ ହଜାର ୯୧୮ ମେଟ୍ରିକ୍ ଟନ୍ କୋଇଲା ଜାହାଜରୁ ଖଲାସ କରିବାରେ ସଫଳ ହୋଇଛି, ଯାହାକି ବନ୍ଦର ଇତିହାସରେ ପୁଣି ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଥିବା ବନ୍ଦର କର୍ୃପକ୍ଷ ପ୍ରକାଶ କରିଛନ୍ତି । ଏହି ଖଲାସୀ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପାଂଚଟି ହାର୍ବର୍ କ୍ରେନ୍ର ସହାୟତା ନିଆଯାଇଛି । ତେବେ ଏହି ଜାହାଜଟି ଆଣିଥିବା ସମସ୍ତ କୋଇଲା ଖଲାସ କରି ସାରିବା ପରେ ଆସନ୍ତା ବୁଧବାର ଦିନ ପ୍ରତ୍ୟାବର୍ତନ କରିବାର ପୂର୍ବାନୁମାନ କରାଯାଉଛି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

four + four =