Something went wrong with the connection!

ଓଡ଼ିଶା ସମାଚାର

ଚୁକ୍ତିଭିତିକ ମେଡିକାଲ କଲେଜ ପ୍ରଫେସର , ଆସୋସିଏଟ ପ୍ରଫେସର ଏବଂ ସହକାରୀ ପ୍ରଫେସରଙ୍କ ଦରମା ବୃଦ୍ଧି

 Current News

ଚୁକ୍ତିଭିତିକ ମେଡିକାଲ କଲେଜ ପ୍ରଫେସର , ଆସୋସିଏଟ ପ୍ରଫେସର ଏବଂ ସହକାରୀ ପ୍ରଫେସରଙ୍କ ଦରମା ବୃଦ୍ଧି

ଚୁକ୍ତିଭିତିକ ମେଡିକାଲ କଲେଜ ପ୍ରଫେସର , ଆସୋସିଏଟ ପ୍ରଫେସର ଏବଂ ସହକାରୀ ପ୍ରଫେସରଙ୍କ ଦରମା ବୃଦ୍ଧି
January 09
17:50 2018
Share this...
Share on Facebook0Share on Google+0Tweet about this on TwitterShare on LinkedIn0

ଭୁବନେଶ୍ୱର, ୦୯/୦୧/୨୦୧୮ (ଓଡ଼ିଶା ସମାଚାର)-ରାଜ୍ୟର ସରକାରୀ ମେଡିକାଲ କଲେଜ ଗୁଡିକରେ କାର୍ଯକରୁଥିବା ଚୁକ୍ତିଭିତିକ ପ୍ରଫେସର , ଆସୋସିଏଟ ପ୍ରଫେସର ଏବଂ ସହକାରୀ ପ୍ରଫେସରଙ୍କ ମାସିକ ଦରମା ବୃଦ୍ଧି କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଏହା ବୃଦ୍ଧି କରାଯାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ,ଆଇନ ମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କିଛନ୍ତି ।
ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ସରକାରୀ ମେଡିକାଲ କଲେଜମାନଙ୍କରେ କାର୍ଯ୍ୟକରୁଥିବା ପ୍ରଫେସର , ଆସୋସିଏଟ୍ ପ୍ରଫେସର ଏବଂ ସହକାରୀ ପ୍ରଫେସରମାନେ ମାସିକ ଯଥାକ୍ରମେ ୯୦ ହଜାର , ୭୫ ହଜାର ଏବଂ ୬୦ ହଜାର ଟଙ୍କା ପାଉଥିଲେ । ଏଣିକି ସେମାନ ମାସିକ ଏକ ଲକ୍ଷ ୨୫ ହଜାର , ଏକ ଲକ୍ଷ ଏବଂ ୭୫ ହଜାର ଲେଖାଏଁ ପାଇବେ । ସେମାନଙ୍କ କାର୍ଯ୍ୟ ସନ୍ତୋଷ ଜନକ ହେଲେ ବାର୍ଷିକ ୩ ପ୍ରତିଶତ ଲେଖାଏଁ ବୃଦ୍ଧି କରାଯିବ । ଏହି ବର୍ଦ୍ଧିତ ହାର ଚଳିତ ଜାନୁୟାରୀ ପହିଲାରୁ ଲାଗୁ ହେବ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

eighteen − twelve =

Polls

Sorry, there are no polls available at the moment.