ଓଡ଼ିଶା ସମାଚାର

ପୂର୍ବତଟ ରେଳ ମହାପ୍ରବନ୍ଧକଙ୍କ ଦ୍ୱାରା ପ୍ରକଳ୍ପ ସମୀକ୍ଷା

ପୂର୍ବତଟ ରେଳ ମହାପ୍ରବନ୍ଧକଙ୍କ ଦ୍ୱାରା ପ୍ରକଳ୍ପ ସମୀକ୍ଷା

ପୂର୍ବତଟ ରେଳ ମହାପ୍ରବନ୍ଧକଙ୍କ ଦ୍ୱାରା ପ୍ରକଳ୍ପ ସମୀକ୍ଷା
April 21
16:42 2017

ଭୁବନେଶ୍ୱର, ୨୧/୦୪/୨୦୧୭(ଓଡ଼ିଶା ସମାଚାର) – ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଉମେଶ ଚନ୍ଦ୍ର ସିଂ ଜୁନାଗଡ ଓ ଲାଞ୍ଜିଗଡ ଅଂଚଳର ଗୁରୁ୍ତ୍ୱପୂର୍ଣ୍ଣ ରେଳପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି । ଶ୍ରୀ ସିଂ କଳାହାଣ୍ଡି ଜିଲ୍ଲା ନରଲାଠାରେ ପ୍ରସ୍ତାବିତ ରେଳ ଇଞ୍ଜିନି ମରାମତି କାରଖାନା ପାଇଁ ନିରୁପିତ ସ୍ଥାନକୁ ସର୍ବେକ୍ଷଣ କରିଥିଲେ । ଆହୁରି ମଧ୍ୟ ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳପ୍ରକଳ୍ପର ଭଇଁଷାପଲ୍ଲୀଠାରୁ ଚାଲୁ ରହିଥିବା ନିର୍ମାଣ କାର୍ଯ୍ୟର ସମୀକ୍ଷା କରାଯାଇଥିଲା । ଶ୍ରୀ ସିଂ ସହ ସମ୍ବଲପୁର ରେଳମଣ୍ଡଳର ମଣ୍ଡଳ ପ୍ରବନ୍ଧକ ଏହି ସମୀକ୍ଷା ବେଳେ ଉପସ୍ଥିତ ଥିଲେ । ଏହି ଅଂଚଳରେ ରେଳ ବିକାଶ ପାଇଁ ନିୟମିତ ନିରକ୍ଷଣ ଗୁରୁ୍ତ୍ୱପୂର୍ଣ୍ଣ ବୋଲି ଶ୍ରୀ ସିଂ ବୈଠକରେ ମତପ୍ରକାଶ କରିଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

five × two =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...