Something went wrong with the connection!

ଓଡ଼ିଶା ସମାଚାର

ନନ୍ଦନକାନନ ବୁଲିଲେ ୩୮ ହଜାର ପର୍ଯ୍ୟଟକ

 Current News

ନନ୍ଦନକାନନ ବୁଲିଲେ ୩୮ ହଜାର ପର୍ଯ୍ୟଟକ

ନନ୍ଦନକାନନ ବୁଲିଲେ ୩୮ ହଜାର ପର୍ଯ୍ୟଟକ
January 02
10:56 2018
Share this...
Share on Facebook0Share on Google+0Tweet about this on TwitterShare on LinkedIn0

ଭୁବନେଶ୍ୱର,୦୨/୦୧/୨୦୧୮(ଓଡ଼ିଶା ସମାଚାର)-ନୂଆବର୍ଷ ପାଇଁ ସାରା ରାଜ୍ୟ ଉତ୍ସବମୁଖର ଥିବା ବେଳେ ସୋମବାର ଦିନ ୩୮ ହଜାର୫୭୭ ଜଣ ପର୍ଯ୍ୟଟକ ନନ୍ଦନକାନନ ବୁଲିଛନ୍ତି  । ନୂଆ ବର୍ଷରେ  ନନ୍ଦନକାନନରେ ପର୍ଯ୍ୟଟକଙ୍କ ସଂଖ୍ୟା ୩୨ହଜାର୮୩୪ ରହିଥିଲା । ରାଜ୍ୟପାଳ ମଧ୍ୟ ନନ୍ଦନକାନନରେ ନୂଆବର୍ଷ କଟାଇଥିଲେ । ଆଜି ନନ୍ଦନକାନନ ବନ୍ଦ୍ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

2 × 2 =

Polls

Sorry, there are no polls available at the moment.