Something went wrong with the connection!

ଓଡ଼ିଶା ସମାଚାର

ସଂକ୍ଷେପରେ ତାଜା ଖବର : ସ୍ତ୍ରୀର ଶାବଳ ମାଡ଼ରେ ସ୍ୱାମୀ ମୃତ

 Current News

ସଂକ୍ଷେପରେ ତାଜା ଖବର : ସ୍ତ୍ରୀର ଶାବଳ ମାଡ଼ରେ ସ୍ୱାମୀ ମୃତ

December 26
07:48 2017
Share this...
Share on Facebook0Share on Google+0Tweet about this on TwitterShare on LinkedIn1

କୋଇଡ଼ା ୨୬/୧୨/୨୦୧୭(ଓଡ଼ିଶା ସମାଚାର)- ସ୍ତ୍ରୀର ଶାବଳ ମାଡ଼ରେ ସ୍ୱାମୀ ର Odia Taza Khabarମୃତ୍ୟୁ ଘଟିଛି । ଏଭଳି ଘଟଣା ଘଟିଛି କୋଇଡ଼ା ଥାନା ଅନ୍ତର୍ଗତ ସାନଇନ୍ଦପୁର ଗାଁ ରେ । ମୃତ ସ୍ୱାମୀର ନାମ ଦଶିଆ ଦେହୁରୀ । କୋଇଡ଼ା ଥାନା ପୁଲିସ୍ ଅଭିଯୁକ୍ତ ସ୍ତ୍ରୀ କୁ ଅଟକ ରଖି ଘଟଣାର ତଦନ୍ତ କରୁଛି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

5 + 20 =

Polls

Sorry, there are no polls available at the moment.