ଧର୍ମପରାୟଣ ବ୍ୟକ୍ତିଙ୍କ ଏକାଦଶାହରେ ଶ୍ରଦ୍ଧାଂଜଳୀ

ନିଆଳୀ, ୨୮/୧୧/୨୦୨୩ (ଓଡ଼ିଶା ସମାଚାର)-ନିଆଳୀ ବ୍ଲକ ଦ୍ୱିପାଞ୍ଚଳ  କୂଳଶ୍ରୀର ଭାଲିଆକଣ ସ୍ଥିତ ବାସଭବନରେ ସ୍ୱର୍ଗତ ଶିଶିର କୁମାର ମାଝୀଙ୍କ ଏକାଦଶାହରେ ବହୁମାନ୍ୟଗଣ ବ୍ୟକ୍ତିମାନେ ପହଞ୍ଚି ଶ୍ରଦ୍ଧାଂଜଳୀ ଅର୍ପଣ କରିଥୀଲେ । ସ୍ୱର୍ଗତ ଶିଶିର କୁମାର ମାଝୀ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟରୁ ଦୀକ୍ଷୀତ ଥୀଲା ବେଳେ ଜଣେ ଆମାୟିକ, ଧାର୍ମିକ,ମିଷ୍ଠଭାଷୀ ବ୍ୟକ୍ତିତ୍ୱ ଥôଲେ । ଏହି ଶ୍ରଦ୍ଧାଂଜଳୀ ସଭାରେ ନିଆଳୀ ବ୍ଲକ ଚେୟାରମ୍ୟାନ ଉମେଶ ଚନ୍ଦ୍ର ବେହେରା,ରାଉଲକେଲାର ବିଶିଷ୍ଟ ବ୍ୟବସାୟୀ ତଥା ନିୟୁ ଓଡିଶିର ପ୍ରତିଷ୍ଠାତା ବଡଭାଇ କାଳନ୍ଦୀ ଚରଣ ମାଝୀ,ଶିକ୍ଷକ ଦେବେନ୍ଦ୍ର ମାଝୀ, ସୁରେନ୍ଦ୍ର ମାଝୀ ,ନିରଂଜନ ମାଝୀ,ଅନାମ ଚନ୍ଦ୍ର ନାୟକ,ପୁତୁରା ସାର୍ଥକ ମାଝୀ,ନନ୍ଦନ ମାଝୀ,କିଶୋର ସାହୁ,ଅଶୋକ ସାହୁ ,ସମାଜସେବୀ ଦ୍ୱିଜବର ମହାପାତ୍ରଙ୍କ ସମେତ ପରିବାର ବର୍ଗ ,ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ବହୁ ଭାଇ ଓ ଭଉଣୀମାନେ ଶ୍ରଦ୍ଧାଂଜଳୀ ଅର୍ପଣ କରିଥୀଲେ ।

Leave a Reply

Your email address will not be published. Required fields are marked *