ଓଡ଼ିଶା ସମାଚାର

ସଂକ୍ଷେପରେ ତାଜା ଖବର : ୬୦ ଚୋରୀ ବାଇକ୍ ଉଦ୍ଧାର , ୧୭ ଆନ୍ତ ରାଜ୍ୟ ବାଇକ୍ ଚୋରୀ ଗ୍ୟାଙ୍ଗ ଷ୍ଟାର ଗିରଫ

ସଂକ୍ଷେପରେ ତାଜା ଖବର : ୬୦ ଚୋରୀ ବାଇକ୍ ଉଦ୍ଧାର , ୧୭ ଆନ୍ତ ରାଜ୍ୟ ବାଇକ୍ ଚୋରୀ ଗ୍ୟାଙ୍ଗ ଷ୍ଟାର ଗିରଫ

ସଂକ୍ଷେପରେ ତାଜା ଖବର :  ୬୦ ଚୋରୀ ବାଇକ୍ ଉଦ୍ଧାର , ୧୭ ଆନ୍ତ ରାଜ୍ୟ ବାଇକ୍ ଚୋରୀ ଗ୍ୟାଙ୍ଗ ଷ୍ଟାର ଗିରଫ
August 12
20:49 2017

ବାଲେଶ୍ୱର, ୧୨/୦୮/୨୦୧୭ ( ଓଡ଼ିଶା ସମାଚାର)- ବାଲେଶ୍ୱର ପୁଲିସ୍ କୁ ଏବ ବଡ଼ ସଫଳତା ମିଳିଛି । ରାଜ୍ୟ ତଥା ରାଜ୍ୟ ବାହାରୁ ୬୦ଟି ଚୋରୀ ବାଇକ୍  ଉଦ୍ଧାର କରିବା ସହିତ ୧୭ ଆନ୍ତ ରାଜ୍ୟ ବାଇକ୍ ଚୋରୀ ଗ୍ୟାଙ୍ଗ ଷ୍ଟାରଙ୍କୁ  ଗିରଫ କରାଯାଇଛି । ବାଲେଶ୍ୱର, ମୟୁରଭଂଜ ଓ ପଶ୍ଚିମବଙ୍ଗ ରୁ ଏହି ଚୋରୀ ବାଇକ୍ ଗୁଡ଼ିକ ଉଦ୍ଧାର କରିବା ସହିତ ୧୭ ଜଣଙ୍କୁ ଗିରଫ କରାଯାଇଛି । ଯେଉଁମାନଙ୍କର ଏସବୁ ଚୋରୀ ଗାଡ଼ି ସେମାନେ ଗାଡ଼ିର ଉପଯୁକ୍ତ କାଗଜାତ ଦେଖାଇ ନେଇପାରିବେ ବୋଲି ଜଣାପଡ଼ିଛି । ଓଡ଼ିଶା ସମାଚାରBalasore 2

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

3 × 2 =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...