ଓଡ଼ିଶା ସମାଚାର

ସଂକ୍ଷେପରେ ତାଜା ଖବର : ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ , ବୋମା ମାଡ଼ରେ ୩ ଆହତ

ସଂକ୍ଷେପରେ ତାଜା ଖବର : ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ , ବୋମା ମାଡ଼ରେ ୩ ଆହତ

August 12
20:26 2017

ପୁରୀ, ୧୨/୦୮/୨୦୧୭ ( ଓଡ଼ିଶା ସମାଚାର)-  ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ  ଓ  ବୋମା ମାଡ଼ ଘଟିଛି । ବୋମା ମାଡ଼  ରେ ୩ ଜଣ ଆହତ ହୋଇଛନ୍ତି । ମିଳିଥିବା ତାଜା ସୂଚନା ଅନୁସାରେ ପୂର୍ବ ଶତୃତାରୁ ବାସେଳିସାହି ଥାନା ଅନ୍ତର୍ଗତ ମାର୍କଣ୍ଡେଶ୍ୱର ସାହି ର ହରିଜନ ବସ୍ତିରେ ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ  ଓ ବୋମା ମାଡ଼ ଘଟିଛି । ୪ ଗୋଟି ବୋମା ମାଡ଼ ହୋଇଛି । ଓଡ଼ିଶା ସମାଚାରBomb

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

five + 20 =