ଓଡ଼ିଶା ସମାଚାର

ରାଜଧାନୀରେ ସ୍ୱାଧିନତା ଦିବସ ପ୍ରସ୍ତୁତି : ଲାଗିବ ୫୦ ଟି ସିସିଟିଭି କ୍ୟାମେରା

ରାଜଧାନୀରେ ସ୍ୱାଧିନତା ଦିବସ ପ୍ରସ୍ତୁତି : ଲାଗିବ ୫୦ ଟି ସିସିଟିଭି କ୍ୟାମେରା

August 12
18:55 2017

ଭୁବନେଶ୍ୱର , ୧୨/୦୮/୨୦୧୭ ( ଓଡ଼ିଶା ସମାଚାର)-ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ସ୍ୱାଧିନତା ଦିବସ ପରେଡ୍ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି  । ଉକ୍ତ ଦିନ ଭୁବନେଶ୍ୱରର ସୁରକ୍ଷା ଦାୟିତ୍ୱରେ ମୋଟ ୨୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ ଓ ୨୦୦ ପୋଲିସ୍ ଅଫିସର ରହିବେ  । ସେହିପରି ବିଭିନ୍ନ ସ୍ଥାନରେ ୫୦ ଟି ସିସିଟିଭି କ୍ୟାମେରା ଲଗାଯିବ  । ଅନ୍ୟପକ୍ଷରେ ଚଳିତବର୍ଷ ପ୍ରଥମ କରି ସୁଇଫ୍ଟ ଆକ୍ସନ ଫୋର୍ସ ପରେଡରେ ସାମିଲ ହେବା ନେଇ ପୋଲିସ କମିଶନର ୱାଇ.ବି ଖୁରାନିଆ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

four × 3 =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...