ଓଡ଼ିଶା ସମାଚାର

୫୫ ବୋତଲ ଦେଶି ମଦ ଜବତ , ଜଣେ କୋର୍ଟ ଚାଲାଣ

୫୫ ବୋତଲ ଦେଶି ମଦ ଜବତ , ଜଣେ କୋର୍ଟ ଚାଲାଣ

August 12
18:30 2017

ପାଟକୁରା,୧୨/୦୮/୨୦୧୭ ( ଓଡ଼ିଶା ସମାଚାର)-  ପାଟକୁରା ପୁଲିସ୍ ଆଜି ଜଣେ ଚୋରା ମଦ ବ୍ୟବସାୟୀଙ୍କ ଠାରୁ ୫୫ Taza Khabarବୋତଲ ଦେଶି ମଦ ଜବତ କରିବା ସହିତ  ତାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି । ପ୍ରକାଶ ଯେ  ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତର ସାନନୟନପୁର ଗ୍ରାମର ଜଗବନ୍ଧୁ ଦଳାଇ (୪୮) ଗତକାଲି ଏକ ବ୍ୟାଗ୍ ରେ ମଦ ନେଇ ତାଙ୍କ ଘର ପାଖ ନଦୀ ବନ୍ଧରେ ଯାଉଥିବାବେଳେ ପାଟକୁରା ପୁଲିସ୍ ଏଏସଆଇ ସୁଶାନ୍ତ କୁମାର ସାହୁ ସଦଳବଳେ ହସଠାରେ ପହଂଚି ଜଗବନ୍ଧୁଙ୍କୁ ଧରିବା ସହିତ ୫୫ ବୋତଲ ଦେଶି ମଦ ଜବତ କରିଛନ୍ତି । ପାଟକୁରା ଥାନାରେ ଏ ସମ୍ପର୍କରେ ଏକ ମାମଲା ରୁଜୁ କରାଯାଇ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

seventeen − 3 =