ଓଡ଼ିଶା ସମାଚାର

ସଂକ୍ଷେପରେ ତାଜା ଖବର : ରନ୍ଧନ ଗ୍ୟାସ୍ ଟାଙ୍କି ଫାଟି ମହିଳା ଜୀବନ୍ତ ଦଗ୍ଧ – ୩ ବଖରା ଘର ଜଳିଗଲା

ସଂକ୍ଷେପରେ ତାଜା ଖବର : ରନ୍ଧନ ଗ୍ୟାସ୍ ଟାଙ୍କି ଫାଟି ମହିଳା ଜୀବନ୍ତ ଦଗ୍ଧ – ୩ ବଖରା ଘର ଜଳିଗଲା

August 12
18:11 2017

ଆନେନ୍ଦପୁର, ୧୨/୦୮/୨୦୧୭ ( ଓଡ଼ିଶା ସମାଚାର)-  ରନ୍ଧନ ଗ୍ୟାସ୍ ଟାଙ୍କି ଫାଟି ଜଣେ ମହିଳା ଜୀବନ୍ତ ଦଗ୍ଧ  ହୋଇଥିବାବେଳେ  ୩ ବଖରା ଘର ଜଳି ଯାଇଛି ।  ଏଭଳି ଘଟଣା ଘଟିଛି ଆନନ୍ଦପୁର Taza Khabarଥାନା ଅନ୍ତର୍ଗତ  କଂଟିପାଳ ଗାଁ ରେ । ଗ୍ୟାସ୍ ଟାଙ୍କି ଫାଟି ମେନକା ବାରିକ୍ ନାମକ  ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଥିବାବେଳେ ବିଷ୍ଫୋରଣରେ ୩ ବଖରା ଘର ଓ ଘରର ସମସ୍ତ ଆସବାବପତ୍ର ଜଳି ଯାଇଛି । ଆନନ୍ଦପୁର ପୁଲିସ୍ ପହଂଚି ଖଣ୍ଡବିଖଣ୍ଡିତ ମୃତ ଦେହ କୁ ବ୍ୟବଛେଦ ପାଇଁ ବ୍ୟବସ୍ଥା କରି ତଦନ୍ତ ଆରମ୍ଭ କରିଥିବାବେଳେ ଦମକଳ ବାହିନୀ ପହଂଚି ନିଆଁକୁ ଲିଭାଇ ଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

4 + 8 =