ଓଡ଼ିଶା ସମାଚାର

ଇସ୍ପାତ ନଗରୀକୁ ଉଡାଣ ବନ୍ଦ୍!

ଇସ୍ପାତ ନଗରୀକୁ ଉଡାଣ ବନ୍ଦ୍!

August 12
17:53 2017

ରାଉରକେଲା, ୧୨/୦୮/୨୦୧୭ ( ଓଡ଼ିଶା ସମାଚାର)-ଇସ୍ପାତ ନଗରୀକୁ ଉଡାଣ ବନ୍ଦ୍  । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏନେଇ ନୋଟିସ୍ ଜାରି କରିଛନ୍ତି । ଭିତିଭୂମି ଅଭାବ ଓ ଅବ୍ୟବସ୍ଥା କାରଣରୁ ରାଉରକେଲା ବିମାନ ବନ୍ଦରରେ କୌଣସି ବିମାନ ଉଡାଣ ଓ ଅବତରଣ କରିପାରିବ ନୋଟିସ୍ ଜାରି କଲା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ନାହିଁ ବୋଲି ନୋଟିସ୍ ଜାରି କରାଯାଇଛି  । ଫଳରେ ରାଉରକେଲା ବିମାନ ବନ୍ଦରରୁ ସମସ୍ତ ବିମାନର ଉଡାଣ ଓ ଅବତରଣ ଉପରେ ପ୍ରତିବନ୍ଧକ ଲାଗିଛି । ବିମାନ ବନ୍ଦରର ଆବଶ୍ୟକ ଭିତିଭୂମି ନଥିବା ସହ ଅନ୍ୟାନ୍ୟ ବ୍ୟବସ୍ଥା କାରଣରୁ ଏହି ନୋଟିସ୍ ଜାରି କରିଛି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ  । ତେବେ ନବୀକରଣ ଠିକ ସମୟରେ ହେଉନଥିବା ସହ ଉଡାଣ ଯୋଜନାରେ ସାମିଲ ରାଉରକେଲା ବିମାନ ବନ୍ଦରକୁ ଆବଶ୍ୟକୀୟ ଭିତିଭୂମି ଯୋଗାଇ ଦିଆଯାଉନଥିବା ଯୋଗୁଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଓ ଡିଜିସିଏ ଏପରି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି  । ଓଡ଼ିଶା ସମାଚାରFlight

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

4 × 4 =