ଓଡ଼ିଶା ସମାଚାର

ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲା : ମହିମା ମିଶ୍ର , ବାପି ସର୍ଖେଲଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲା : ମହିମା ମିଶ୍ର , ବାପି ସର୍ଖେଲଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

August 12
10:42 2017

ଭୁବନେଶ୍ୱର , ୧୨/୦୮/୨୦୧୭ ( ଓଡ଼ିଶା ସମାଚାର)-  ପାରାଦ୍ୱୀପ ସି ୱେଜ୍ ସିପିଂ କମ୍ପାନୀର ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ମହିମା ମିଶ୍ର ଓ କଂଗ୍ରେସ ନେତା ବାପି ସର୍ଖେଲଙ୍କୁ ହାଇକୋର୍ଟ ଦେଇଥିବା ଜାମିନ୍ କୁ କାହିଁକି ରଦ୍ଧ କରାନଯିବ ସେଥିପାଇଁ ସୁପ୍ରିମକୋର୍ଟ ୨ ଅଭିଯୁକ୍ତଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରୀ କରିଛନ୍ତି  । ହାଇକୋର୍ଟ ଉଭୟଙ୍କୁ ଦେଇଥିବା ଜାମିନ୍ କୁ ଚ୍ୟାଲେଂଜ କରି ରାଜ୍ୟ ସରକାର ସୁପ୍ରିମ୍ କୋର୍ଟକୁ ଯାଇଥିଲେ  । ଏହାକୁ ବିଚାରକୁ ନେଇ କୋର୍ଟ ଏହି ନୋଟିସ୍ ଜାରୀ କରିଛନ୍ତି  । ଓଡ଼ିଶା ସମାଚାର

Supreme Court

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

three × 3 =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...