ଓଡ଼ିଶା ସମାଚାର

ସଂକ୍ଷେପରେ ତାଜା ଖବର : ପାରିବାରିକ କଳହରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ସଂକ୍ଷେପରେ ତାଜା ଖବର : ପାରିବାରିକ କଳହରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

August 12
09:53 2017

ଓଡ଼ଗାଁ, ୧୨/୦୮/୨୦୧୭ ( ଓଡ଼ିଶା ସମାଚାର)-  ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ଏଭଳି ଘଟଣା ଘଟିଛି ଡ଼ିମିରିପଲ୍ଳୀ ଗାଁ ରେ । କାତିରେ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ  । ପାରିବାରିକ କଳହରୁ Taza Khabarଏଭଳି ଘଟଣା ଘଟିଥିବା ଅନ୍ଦେହ କରାଯାଉଛି । ମୃତ ସ୍ତ୍ରୀ ହେଉଛନ୍ତି ବାସନ୍ତୀ ବେହେରା । ଅଭିଯୁକ୍ତ ସ୍ୱାମୀ ଶତୃଘ୍ନ ବେହେରା ଏଭଳି କାଣ୍ଡ ଘଟାଇ ଫେରାର ହୋଇଯାଇଛନ୍ତି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

eight − four =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...