ଓଡ଼ିଶା ସମାଚାର

ସଂକ୍ଷେପରେ ତାଜା ଖବର : ଇଣ୍ଡିକା ଧକାରେ ୨ ମୃତ

ସଂକ୍ଷେପରେ ତାଜା ଖବର : ଇଣ୍ଡିକା ଧକାରେ ୨ ମୃତ

August 12
09:46 2017

ଭଦ୍ରକ, ୧୨/୦୮/୨୦୧୭ ( ଓଡ଼ିଶା ସମାଚାର)-  ଇଣ୍ଡିକା ଧକାରେ ୨ଜଣଙ୍କର  ମୃତ୍ୟୁ ହୋଇଛି । Taza Khabarମିଳିଥିବା ତାଜା ସୂଚନା ଅନୁସାରେ ୫ ନମ୍ବର ଜାତୀୟ ରାଜପଥ ଛଫୁଲିଆ ଠାରେ ଇଣ୍ଡିକା ଧକାରେ ୨ଜଣଙ୍କର  ମୃତ୍ୟୁ ହୋଇଛି । ମୃତକ ମାନେ ହେଉଛନ୍ତି ପଶ୍ଚିମବଙ୍ଗ ମେଦିନିପୁରର ଶେଖ ମିର୍ଜା ଓ ମଂଟୁ ମମିନ୍ । ଇଣ୍ଡିକାଟି କୋଲକାତାରୁ  ପୁରୀ ଯାଉଥିଲା ବୋଲି ଜଣାପଡ଼ିଛି  । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

3 × 4 =