ଓଡ଼ିଶା ସମାଚାର

ମୋ ମଶାରୀ ସାଂସ୍କୃତିକ କାର୍ଯ୍ୟକ୍ରମ

ମୋ ମଶାରୀ ସାଂସ୍କୃତିକ କାର୍ଯ୍ୟକ୍ରମ

August 12
07:55 2017

ହରିଚନ୍ଦନପୁର, ୧୨/୦୮/୨୦୧୭ ( ଓଡ଼ିଶା ସମାଚାର)-  କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପ୍ରତିବର୍ଷ ମେଲେରିଆ ଜ୍ୱରରେ ଆକ୍ରାନ୍ତ ହେଉଥିବାର ବେଶ ଜଣାଶୁଣା । ମେଲେରିଆରୁ ମୁକ୍ତି ପାଇବା ପାଇଁ ସରକାର ପ୍ରତିବର୍ଷ େଓøଷଧିୟ ମଶାରୀ ବଂଟନ କରିଥାନ୍ତି । କିନ୍ତୁ ଅନେକ ଲୋକ ରହିଛନ୍ତି ମଶାରୀ ନ ଟାଙ୍ଗି ମାଛ କଲେଇ ପୋକ ଧରିବା ପାଇଁ ବ୍ୟବହାର କରିଥାନ୍ତି ଯାହା ଫଳରେ ସେମାନଙ୍କୁ ମଶା କାମୁଡିଲେ ମେଲେରିଆରେ ଆକ୍ରାନ୍ତ ହୋଇଥାନ୍ତି । ଏଣୁ ଲୋକଙ୍କୁ ସଚେତନତା କରିବା ମୋ ମଶାରୀ ଅଭିଯାନ- ୨୦୧୭ ପାଇଁ ଆଜି ହରିଚନ୍ଦନପୁର ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା ସ୍ୱସ୍ଥ୍ୟ ସମିତି ତରଫରୁ ଆଜି ହରିଚନ୍ଦନପୁର ଚିକିସôାଳୟରେ  ‘ ନିଧି ମଉସା ତୁ ମଶାରୀ ନେ ‘ ନାଟକ ପରିବରଷଣ କରିଥିଲେ । ଭୁବନେଶ୍ୱରର କଳାକାର ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟ କ୍ରମରେ ଲୋକଙ୍କୁ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତି ଗାଁରେ ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନତା ସୃଷ୍ଟି କରାଯିବ ବୋଲି ଜଣାପଡିଛି ।  ଓଡ଼ିଶା ସମାଚାର

nidhi mausha(masari)

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

eighteen − six =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...