ଓଡ଼ିଶା ସମାଚାର

ହରିଚନ୍ଦନପୁରରେ ଚକ୍ଷୁ ଶିବିର

ହରିଚନ୍ଦନପୁରରେ ଚକ୍ଷୁ ଶିବିର

August 10
10:15 2017

ହରିଚନ୍ଦନପୁର , ୧୦/୦୮/୨୦୧୭ ( ଓଡ଼ିଶା ସମାଚାର)-  ଗତକାଲି ହରିଚନ୍ଦନପୁର ମୁଖ୍ୟଚିକିସôାଳୟରେ ସାଇଶ୍ରୀ ଚକ୍ଷୁ ହସ୍ପିଟାଲ ପକ୍ଷରୁ ଚକ୍ଷୁଶିବିର ଅନୁଷ୍ଟିତ ହୋଇଯାଇଛି । ହରିଚନ୍ଦନପୁର ଓ ଭଗାମୁଣ୍ଡା ଦୁଇଟି ଡାକ୍ତରଖାନାରେଏହି ଚକ୍ଷୁ ଶିବିର ସକାଳ ୯ଘଟିକାରେ ଆରମ୍ଭ ହୋଇଥିଲା  । ତେବେ ହରିଚନ୍ଦନପୁର ଡାକ୍ତର ଖାନାରେ ଚକ୍ଷୁ ସହାୟକ ନରୋତମ ପରିଡା,ପୁଷ୍ପାଞ୍ଜଳି  ଚିକିସôା ଦାୟୁତ୍ୱରେ ଥିବାବେଳେ ଭଗାମୁଣ୍ଡା ଡାକ୍ତରଖାନାରେ ଦୀପକ ପ୍ରଧାନ ଚକ୍ଷୁସହାୟକ ଦାୟୁତ୍ୱରେ ଥିଲେ । ଚିକିସôାଳୟରେ ହରିଚନ୍ଦନପୁର ଅଂଚଳରୁ ବହୁ ବୃଦ୍ଧ ବୃଦ୍ଧା ଚକ୍ଷୁ ପରୀକ୍ଷା କରିବାକୁ ଆସିଥିଲେ ସେମାନଙ୍କୁ ଆଖିକୁ ଦେଖି  ୩୩ଜଣ ବୃଦ୍ଧ ବୃଦ୍ଧାଙ୍କୁ ଅପରରେସନ କରିବାକୁ ଢୋଙ୍କାନାଳ ସାଇଶ୍ରୀ ଚିକିସôାଳୟକୁ ନେଇଥିଲେ । ତେବେ ସେମାନଙ୍କ ପାଇଁ ରହିବା ,ଖାଇବା ମାଗଣା ଥିବାବେଳେ ଦୁଇଦିନପରେ ଘରକୁ ଫେରିବେ ବୋଲି ଜଣା ପଡିଛି । ଓଡ଼ିଶା ସମାଚାରHARICHANDANPUR CHAKHYO SIBIRA PHOTO

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

10 + eleven =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...