ଓଡ଼ିଶା ସମାଚାର

ତାଜା ଖବର : ସ୍ୱାମୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ତ୍ରୀ

 Current News

ତାଜା ଖବର : ସ୍ୱାମୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ତ୍ରୀ

April 01
23:11 2017

cropped-OS-Red-Logo.jpgଗୁଣୁପୁର, ୦୧/୦୪/୨୦୧୭(ଓଡ଼ିଶା ସମାଚାର)- ନାରୀ ର ନାରାୟଣୀ ରୂପ ଦେଖିବାକୁ ମିଳିଛି । ରାମନଗୁଡ଼ା ଅଂଚଳର ଖାମ୍ବାଗୁଡ଼ା ଗାଁ ରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସ୍ୱାମୀ ସ୍ତ୍ରୀ କୁ ବାଡ଼େଇବାରୁ ସ୍ତ୍ରୀ କ୍ରୋଧାନ୍ୱିିତ ହୋଇ ପ୍ରତିଶୋଧ ପରାୟଣ ବଶତଃ ନିଜ ସ୍ୱାମୀ କୁ ଏକ ଟାଙ୍ଗିଆରେ ହାଣି ହତ୍ୟା କରିଛି । ପୁଲିସ୍ ପହଂଚି ମୃତ ସ୍ୱାମୀର ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

nineteen − seven =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...