ଓଡ଼ିଶା ସମାଚାର

ତାଜା ଖବର : ୪ ମିଲିସିଆଙ୍କ ସମେତ ୨୩ ମାଓବାଦୀ ସମର୍ଥକଙ୍କ ଆତ୍ମ ସମର୍ପଣ

 Current News

ତାଜା ଖବର : ୪ ମିଲିସିଆଙ୍କ ସମେତ ୨୩ ମାଓବାଦୀ ସମର୍ଥକଙ୍କ ଆତ୍ମ ସମର୍ପଣ

April 01
23:06 2017

ମାଲକାନଗିରି, ୦୧/୦୪/୨୦୧୭(ଓଡ଼ିଶା ସମାଚାର)- ୪ ମିଲିସିଆଙ୍କ ସମେତ ୨୩ ଜଣ ମାଓବାଦୀ cropped-OS-Red-Logo.jpgସମର୍ଥକ ଆତ୍ମ ସମର୍ପଣ କରିଛନ୍ତି । ମିଳିଥିବା ତାଜା ସୂଚନା ଅନୁସାରେ ୪ ମିଲିସିଆଙ୍କ ସମେତ ୨୩ ଜଣ ମାଓବାଦୀ ସମର୍ଥକ ପୁଲିସ୍ ନିକଟରେ ଆତ୍ମ ସମର୍ପଣ କରିଛନ୍ତି । କାଲିମେଳା ଥାନା ଅଧିକାରୀ ରାମ ପ୍ରସାଦ ନାଗଙ୍କ ନିକଟରେ ଏମାନେ ଆତ୍ମ ସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୧୨ ଜଣ  ପୁରୁଷ ଓ ୧୧ ଜଣ ମହିଳା ଅନ୍ତର୍ଭୁକ୍ତ ଅଛନ୍ତି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

fourteen + 4 =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...