ଓଡ଼ିଶା ସମାଚାର

 Current News
ତାଜା ଖବର

ମାଣିକପୁର-ବଟିରା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଶୋଚନିୟ – ମରାମତି ଦାବି

ପାଟକୁରା ୨୩/୦୯/୨୦୧୭(ଓଡ଼ିଶା ସମାଚାର)- ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ରହିଥିବା ମାଣିକପୁର-ବଟିରା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାଟି ମରାମତି ଅଭାବରୁ ଅତି ଶୋଚନିୟ ହୋଇପଡିଛି । ଦୀର୍ଘ ଦିନରୁ ଏହି ରାସ୍ତାକୁ ବିଭାଗିୟ ଅଧିକାରୀମାନଙ୍କ ପକ୍ଷରୁ ଅଣଦେଖା କରାଯାଇ ମରାମତି କରାଯାଉ

0 comment Read Full Article
ବିଶେଷ

ପ୍ରଧାନଶିକ୍ଷକଙ୍କୁ ୫ ବର୍ଷ କାରାଦଣ୍ଡ

ଯାଜପୁର, ୨୩/୦୯/୨୦୧୭(ଓଡ଼ିଶା ସମାଚାର/ଏ.ରାଉତ) -ପ୍ରଧାନଶିକ୍ଷକ ସ୍ତ୍ରୀକୁ ନିର୍ଯ୍ୟାତନା ଦେବା ଅଭିଯୋଗରେ ୫ ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି । ଘଟଣା ଅନୁଯାୟୀ ଯାଜପୁର ସଦରଥାନା କଚେରୀ ଗାଁ ର ସୁଚିତ୍ରା ମହାନ୍ତି ନିଜ ବାପ ମାଆଙ୍କୁ ହରାଇବା ପରେ ନିରାଶ୍ରୟ ହୋଇଯାଇଥିଲେ

0 comment Read Full Article
ପର୍ଯ୍ୟଟନ ଓ ସଂସ୍କୃତି
    ରାଜ୍ୟସ୍ତରୀୟ ପ୍ରତିଭା ଅନ୍ୱେଷଣ ଟ୍ରଫି ପ୍ରଦାନ ଉସôବ: ପ୍ରତ୍ୟେକ କ୍ଷେତ୍ରରେ ସୃଜନଶୀଳ ବ୍ୟକ୍ତିଙ୍କର ଆବଶ୍ୟକତା ରହିଛି: ରାଜ୍ୟପାଳ

ରାଜ୍ୟସ୍ତରୀୟ ପ୍ରତିଭା ଅନ୍ୱେଷଣ ଟ୍ରଫି ପ୍ରଦାନ ଉସôବ: ପ୍ରତ୍ୟେକ କ୍ଷେତ୍ରରେ ସୃଜନଶୀଳ ବ୍ୟକ୍ତିଙ୍କର ଆବଶ୍ୟକତା ରହିଛି: ରାଜ୍ୟପାଳ

ଭୁବନେଶ୍ୱର, ୩୧/୦୮/୨୦୧୭(ଓଡ଼ିଶା ସମାଚାର)-ସାମର୍ଥ୍ୟ ଚାଳିତ ଶିକ୍ଷା ବ୍ୟବସ୍ଥାରେ କଳା ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ଛାତ୍ରଛାତ୍ରୀମାନଙ୍କ କଳ୍ପନା ଶକ୍ତିକୁ ବିସ୍ତାରିତ କରିବା ସହ ସୃଜନକୁ ବିକଶିତ କରେ । ଏହା ସେମାନଙ୍କୁ ନୂତନ ଚିନ୍ତନ ଓ ଊପôାଦ ସୃଷ୍ଟି

0 comment Read Full Article
ରାଜନୀତି
    ବିଜେପିର ମିଶ୍ରଣ ପର୍ବ

ବିଜେପିର ମିଶ୍ରଣ ପର୍ବ

ହରିଚନ୍ଦନପୁର,୨୩/୦୯/୨୦୧୭(ଓଡ଼ିଶା ସମାଚାର)-କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ୩୧ନଂ ଜୋନ ତେନ୍ତଳାପଶି ଗ୍ରାମପଂଚାୟତରେ ଶତାଧିକ କଂଗ୍ରେସ ଓ ବିଜେଡି କର୍ମୀ ବିଜେପିରେ ଯୋଗଦେଇଛନ୍ତି । ବିଜେପି ଆଗାମୀ ନିର୍ବାଚନକୁ ଆଖିଆଗରେ ରଖି ତାର ରଣନୀତି ଚଲାଇଥିବା ବେଳେ ବ୍ଲକର ସମସ୍ତ ପଂଚାୟତର ପ୍ରତି

0 comment Read Full Article
କୃଷି
    ଓଡିଶା କୃଷକ ସାଥୀ ସଂଘର ରାଜ୍ୟ ସମ୍ମିଳନୀ  ଅନୁଷ୍ଠିତ

ଓଡିଶା କୃଷକ ସାଥୀ ସଂଘର ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ

କଟକ, ୨୨/୦୯/୨୦୧୭(ଓଡ଼ିଶା ସମାଚାର)-ଓଡିଶା କୃଷକ ସାଥୀ ସଂଘର ରାଜ୍ୟ ସମ୍ମିଳନୀ ସଭାପତି ରୁଷି କୁମାର ପଟେଲଙ୍କ ନେତୃତ୍ୱରେ ଚାଉଳିଆଗଂଜ୍ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ କୃଷକ ସାଥୀମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ୨୦୦୬ ରୁ ୨୦୦୮

0 comment Read Full Article
ପର୍ଯ୍ୟଟନ ଓ ସଂସ୍କୃତି
    ରାଜ୍ୟସ୍ତରୀୟ ପ୍ରତିଭା ଅନ୍ୱେଷଣ ଟ୍ରଫି ପ୍ରଦାନ ଉସôବ: ପ୍ରତ୍ୟେକ କ୍ଷେତ୍ରରେ ସୃଜନଶୀଳ ବ୍ୟକ୍ତିଙ୍କର ଆବଶ୍ୟକତା ରହିଛି: ରାଜ୍ୟପାଳ

ରାଜ୍ୟସ୍ତରୀୟ ପ୍ରତିଭା ଅନ୍ୱେଷଣ ଟ୍ରଫି ପ୍ରଦାନ ଉସôବ: ପ୍ରତ୍ୟେକ କ୍ଷେତ୍ରରେ ସୃଜନଶୀଳ ବ୍ୟକ୍ତିଙ୍କର ଆବଶ୍ୟକତା ରହିଛି: ରାଜ୍ୟପାଳ

ଭୁବନେଶ୍ୱର, ୩୧/୦୮/୨୦୧୭(ଓଡ଼ିଶା ସମାଚାର)-ସାମର୍ଥ୍ୟ ଚାଳିତ ଶିକ୍ଷା ବ୍ୟବସ୍ଥାରେ କଳା ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ଛାତ୍ରଛାତ୍ରୀମାନଙ୍କ କଳ୍ପନା ଶକ୍ତିକୁ ବିସ୍ତାରିତ କରିବା ସହ ସୃଜନକୁ ବିକଶିତ କରେ । ଏହା ସେମାନଙ୍କୁ ନୂତନ ଚିନ୍ତନ ଓ ଊପôାଦ ସୃଷ୍ଟି

0 comment Read Full Article
ବ୍ୟବସାୟ ବାଣିଜ୍ୟ

ନାଲ୍କୋରେ ଭୁବନେଶ୍ୱର ନଗର ରାଜଭାଷା କାର୍ଯ୍ୟାନ୍ୱୟନ ସମିତିର ବୈଠକ

ଭୁବନେଶ୍ୱର, ୨୨/୦୯/୨୦୧୭(ଓଡ଼ିଶା ସମାଚାର)- ଭୁବନେଶ୍ୱର ସ୍ଥିତ ନଗର ରାଜଭାଷା କାର୍ଯ୍ୟାନ୍ୱୟନ ସମିତି (ଲୋକ ଉଦ୍ୟୋଗ)ର ସପ୍ତମ ଷାଣ୍ମାସିକ ବୈଠକ, ନାଲକୋର ନିଗମ କାର୍ଯ୍ୟାଳୟ ଠାରେ ସେପ୍ଟେମ୍ବର ୨୧ ତାରିଖରେ ଅନୁଷ୍ଠିତ ହୋଇଯାଇଛି । ନାଲକୋର ନିର୍ଦ୍ଧେଶକ (ମାନବସମ୍ବଳ) ଶ୍ରୀ ବସନ୍ତ କୁମାର

0 comment Read Full Article
ସ୍ୱାସ୍ଥ୍ୟ

କେନ୍ଦ୍ରୀୟ ହାରରେ ଆୟୁଷ ଡାକ୍ତରଙ୍କୁ ଦରମା ଦାବିରେ ରାଜଧାନୀରେ ଧାରଣା

ଭୁବନେଶ୍ୱର, ୨୨/୦୯/୨୦୧୭(ଓଡ଼ିଶା ସମାଚାର)-କେନ୍ଦ୍ରୀୟ ହାରରେ ଦରମା ଦେବା ଏବଂ ଦୀର୍ଘ ୧୦ ବର୍ଷରୁ ଉଦ୍ଧ୍ୱର୍ କାର୍ଯ୍ୟ କରିଥିବା ଆୟୁଷ ଡାକ୍ତର ମାନଙ୍କୁ ସ୍ଥାୟୀ କରିବା ଦାବିରେ ଓଡ଼ିଶା ଆୟୁଷ ଡାକ୍ତର ସଂଘ ପକ୍ଷରୁ ରାଜଧାନୀରେ ଆରମ୍ଭ ହୋଇଥିବା ଧାରଣା ୩ ଦିନରେ

0 comment Read Full Article