ଓଡ଼ିଶା ସମାଚାର

Archive

ସଂକ୍ଷେପରେ ତାଜା ଖବର : ଗୁଳି ମାଡ଼ରେ ଯୁବକ ଗୁରୁତର ଆହତ

ଖୋର୍ଦ୍ଧା,୩୧/୦୧/୨୦୧୮ (ଓଡ଼ିଶା ସମାଚାର)- ଗୁଳି ମାଡ଼ରେ ଯୁବକ ଗୁରୁତର ଆହତ । ମିଳିଥିବା ତାଜା ସୁଚନା ଅନୁସାରେ ଖୋର୍ଦ୍ଧା ବରୁଣେଇ ପିଠ ରେ ଏହି ଗୁଳିକାଣ୍ଡ ଘଟିଛି । ଗୁଳି ମାଡ଼ରେ ଆଦିତ୍ୟ ଦାସ ନାମକ ଜଣେ ଯୁବକ ଗୁରୁତର ଆହତ

0 comment Read Full Article

ବିଜେପୁର ଉପନିର୍ବାଚନ ପାଇଁ ଉକ୍ରଳ ଭାରତର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର,୩୧/୦୧/୨୦୧୮ (ଓଡ଼ିଶା ସମାଚାର)-ଅଗାମୀ ବିଜେପୁର ବିଧାନ ସଭା ଉପନିର୍ବାଚନ ସକାଶେ ଉକ୍ରଳ ଭାରତ ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଜଗତରାମ ପୁଟେଲଙ୍କୁ ପ୍ରାର୍ଥୀ ଭାବରେ ପାର୍ଟିର ରାଜ୍ୟ ସଭାପତି ମହାମେଘବାହନ ଐର ଖାରବେଳ ସ୍ୱାଇଁ ଘୋଷଣା କରିଛନ୍ତି । ଓଡ଼ିଶା ସମାଚାର

0 comment Read Full Article

ସଂକ୍ଷେପରେ ତାଜା ଖବର : ରାଜଧାନୀ ଏକ୍ସପ୍ରେସ୍ ରେ ଅନ୍ୟ ଇଂଜିନ ସଂଲଗ୍ନ କରାଯାଇ ନୂଆଦିଲୀ ଅଭିମୁଖେ ଛାଡ଼ିଲା

ଭୁବନେଶ୍ୱର, ୩୧/୦୧/୨୦୧୮ (ଓଡ଼ିଶା ସମାଚାର)- ରାଜଧାନୀ ଏକ୍ସପ୍ରେସ୍ ରେ ଅନ୍ୟ ଇଂଜିନ ସଂଲଗ୍ନ କରାଯାଇ ନୂଆଦିଲୀ ଅଭିମୁଖେ ଛାଡ଼ିଲା ।  ସୂଚନାଯୋଗ୍ୟ କି ରାଜଧାନୀ ଏକ୍ସପ୍ରେସ୍ ରେ ଇଂଜିନ୍ରେ ନିଆଁ ଲାଗିଥିଲା । କିନ୍ତୁ ସମସ୍ତ ଯାତ୍ରୀ ସୁରକ୍ଷିତ ଥିଲେ ।

0 comment Read Full Article

ସଂକ୍ଷେପରେ ତାଜା ଖବର : ରାଜଧାନୀ ଏକ୍ସପ୍ରେସ୍ ଇଂଜିନ୍ରେ ନିଆଁ ଲାଗିଛି – ଯାତ୍ରୀ ସୁରକ୍ଷିତ

ଭୁବନେଶ୍ୱର, ୩୧/୦୧/୨୦୧୮ (ଓଡ଼ିଶା ସମାଚାର)-   ରାଜଧାନୀ ଏକ୍ସପ୍ରେସ୍ ଇଂଜିନ୍ରେ ନିଆଁ ଲାଗିଛି ।  ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ମିଳିଥିବା ସୂଚନା ଅନୁସାରେ ନୂଆଦିଲ୍ଲୀ- ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍ ଇଂଜିନ୍ରେ ନିଆଁ ଲାଗିଛି । ଯାଜପୁର ରୋଡ଼୍ ଠାରୁ ୪୭

0 comment Read Full Article

ଉକ୍ରଳ ଓ ରମାଦେବୀ ବିଶ୍ୱବିଦ୍ୟାଳୟ ଶିକ୍ଷାସମସ୍ୟା କୁ ନେଇ ରାଜରାସ୍ତାକୁ ଓହ୍ଲାଇବ ଏବିଭିପି

    ଉକ୍ରଳ ଓ ରମାଦେବୀ ବିଶ୍ୱବିଦ୍ୟାଳୟ ଶିକ୍ଷାସମସ୍ୟା କୁ ନେଇ ରାଜରାସ୍ତାକୁ ଓହ୍ଲାଇବ ଏବିଭିପି

ଫେବୃଆରୀ ୮ରେ ଏବିଭିପିର ଛାତ୍ର ଅଧିକାର ରାଲି ଭୁବନେଶ୍ୱର, ୩୧/୦୧/୨୦୧୮ (ଓଡ଼ିଶା ସମାଚାର)- ଅଖିଳ ଭÿାରତୀୟ ବିଦ୍ୟାର୍ଥୀ ପରିଷଦ ଓଡିଶାର ୪୨ତମ ରାଜ୍ୟ ଅଧିବେଶନ ସମ୍ବଲପୁର ଠାରେ

0 comment Read Full Article

ବ୍ରହ୍ମପୁରଠାରେ ମାନବାଧିକାର ସଂଗଠନର ସଭାନେତ୍ରୀ ଶ୍ରୀମତୀ ଅନୁପମା ପାଢୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା

ଭୁବନେଶ୍ୱର, ୩୧/୦୧/୨୦୧୮ (ଓଡ଼ିଶା ସମାଚାର)- ବ୍ରହ୍ମପୁରଠାରେ ମାନବାଧିକାର ସଂଗଠନର ସଭାନେତ୍ରୀ ଶ୍ରୀମତୀ ଅନୁପମା ପାଢୀଙ୍କ ଉପରେ ହୋଇଥିବା ନଗ୍ନ ଆକ୍ରମଣ ରାଜ୍ୟ ଆଇନ୍ ଶୃଙ୍ଖଳା ପରିସ୍ଥିତିର ଛବିକୁ

0 comment Read Full Article

ମହାତ୍ମାଗାନ୍ଧୀ ପାର୍କଠାରୁ କନ୍ଧମାଳ ଅଭିମୁଖେ ଶାନ୍ତି ସଦ୍ଭାବନା ମୋଟର ବାଇକ୍ ଯାତ୍ରା

    ମହାତ୍ମାଗାନ୍ଧୀ ପାର୍କଠାରୁ କନ୍ଧମାଳ ଅଭିମୁଖେ ଶାନ୍ତି ସଦ୍ଭାବନା ମୋଟର ବାଇକ୍ ଯାତ୍ରା

ଭୁବନେଶ୍ୱର, ୩୧/୦୧/୨୦୧୮(ଓଡ଼ିଶା ସମାଚାର)- ଜାନୁୟାରୀ ୩୦ ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଶହୀଦ ଦିବସ ଉପଲକ୍ଷେ ନାଲ୍କୋସ୍ଥିତ ମହାତ୍ମା ଗାନ୍ଧୀ ପାର୍କଠାରୁ ଜାତୀୟ ଯୁବ ପ୍ରକଳ୍ପ ଓଡ଼ିଶା ଆନୁକୂଲ୍ୟରେ

0 comment Read Full Article

ବଜେଟ୍ରେ ୟୁନିଭରସାଲ୍ ବେସିକ୍ ଇନ୍କମ୍ ଲାଗୁ କରିବା ଓ ବାର୍ଦ୍ଧକ୍ୟ ଭତା, ବିଧବା ଭତା, ଭିନ୍ନକ୍ଷମ ଭତା ବଢାଇବା ଦାବିରେ ଅର୍ଥମନ୍ତ୍ରୀଙ୍କୁ ସମାଜବାଦୀ ପାର୍ଟିର ପତ୍ର

ଭୁବନେଶ୍ୱର, ୩୧/୦୧/୨୦୧୮ (ଓଡ଼ିଶା ସମାଚାର)- ଆଗାମୀ କାଲି ସଂସଦରେ ଆଗତ ହେବାକୁ ଯାଉଥିବା ବଜେଟ୍ରେ ୟୁନିଭରସାଲ୍ ବେସିକ ଇନ୍କମ୍ ଲାଗୁ କରିବା ଓ ବାର୍ଦ୍ଧକ୍ୟ ଭା, ବିଧବା

0 comment Read Full Article

ପାରାଦୀପ ପୋର୍ଟ ଟ୍ରଷ୍ଟ ହାଇସ୍କୁଲର ୧୯୯୯ ବ୍ୟାଚର ବନ୍ଧୁ ମିଳନ

    ପାରାଦୀପ ପୋର୍ଟ ଟ୍ରଷ୍ଟ ହାଇସ୍କୁଲର ୧୯୯୯ ବ୍ୟାଚର ବନ୍ଧୁ ମିଳନ

ପାରାଦୀପ୩୧/୦୧/୨୦୧୮(ଓଡ଼ିଶା ସମାଚାର)- ପ୍ରତିବର୍ଷ ଭଳି ପୋର୍ଟ ଟ୍ରଷ୍ଟ ହାଇସ୍କୁଲର ୧୯୯୯ ବ୍ୟାଚର ବନ୍ଧୁମିଳ ପାରାଦୀପ ଗଲ୍ଭ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ବର୍ଷ ପ୍ରତିଶୂତିକୁ ରକ୍ଷା

0 comment Read Full Article

ଭି ପଏନ୍ଟ କେଜି ସ୍କୁଲର ବାର୍ଷିକ ଉସôବ ଅନୁଷ୍ଠିତ

ପାରାଦୀପ୩୧/୦୧/୨୦୧୮(ଓଡ଼ିଶା ସମାଚାର)- ଭି ପଏନ୍ଟ କେଜି ସ୍କୁଲର ୪୧ତମ ବାର୍ଷିକ ଉସôବ ବିଦ୍ୟଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉସôବରେ ମୁଖ୍ୟ ଅତିଥି ଭାବେ କୋଷ୍ଟଗାର୍ଡ଼

0 comment Read Full Article
1 2 3 94