Something went wrong with the connection!

ଓଡ଼ିଶା ସମାଚାର

Archive

ସଂକ୍ଷେପରେ ତାଜା ଖବର : ସିଆରପିଏଫ୍ ଟ୍ରେନିଙ୍ଗ କ୍ୟାମ୍ପ ରେ ଆତଙ୍କି ହମଲା-ଜଣେ ଓଡ଼ିଆ ସମେତ ୫ ଯବାନ ସହିଦ – ୨ ଆତଙ୍କି ମୃତ

ଭୁବନେଶ୍ୱର, ୩୧/୧୨/୨୦୧୭(ଓଡ଼ିଶା ସମାଚାର)- ଜମ୍ମୁ ଓ କାଶ୍ମିର ଫୁଲୱାମା ଜିଲା ର ଲେଥପୋରା ଠାରେ ସିଆରପିଏଫ୍ ୧୮୫ ବାଟାଲିଆନ୍ ଟ୍ରେନିଙ୍ଗ କ୍ୟାମ୍ପ ରେ ଆତଙ୍କି ହମଲା ହୋଇଛି । ଏହି ହମଲାରେ ଜଣେ ଓଡ଼ିଆଙ୍କ  ସମେତ  ୫ ଜଣ ଯବାନ ସହିଦ 

0 comment Read Full Article

ସଂକ୍ଷେପରେ ଶୋକ ଖବର : ବିଶିଷ୍ଟ ନାଟ୍ୟକାର ଅନନ୍ତ ଓଝା ଙ୍କ ଦେହାନ୍ତ

ଭୁବନେଶ୍ୱର, ୩୧/୧୨/୨୦୧୭(ଓଡ଼ିଶା ସମାଚାର)- ବିଶିଷ୍ଟ ନାଟ୍ୟକାର ଅନନ୍ତ ଓଝା ପରଲୋକ ଗମନ କରିଛନ୍ତି । ଦୀର୍ଘ ଦିନ ହେଲା ସେ କର୍କଟ ରୋଗରେ ପିଡ଼ିତ ଥିଲେ । ଗତ ଦେଢ଼ମାସେ ହେଲା ବେଙ୍ଗାଲୁରୁର ଏଚସିଜି କ୍ୟାନସର ହସପିଟାଲରେ ଚିକିତ୍ସିତ ଥିଲେ ।

0 comment Read Full Article

ବିଶିଷ୍ଟ ଗାନ୍ଧିବାଦୀ ଡଃ ଏସ୍.ଏନ୍. ସୁବାରାଓଜୀଙ୍କ ଦ୍ୱାରା ଶାନ୍ତି ସଦ୍ଭାବନା କାର୍ଯ୍ୟକ୍ରମ ଓ ଆଲୋଚନ ଚକ୍ର

ଭୁବନେଶ୍ୱର, ୩୧/୧୨/୨୦୧୭(ଓଡ଼ିଶା ସମାଚାର)-ଯୁବ ଶକ୍ତି ହିଁ ଏକତା ଶାନ୍ତି ଓ ସଦ୍ଭାବନା ପ୍ରକୃତ ବାର୍ାବହ ବିଶିଷ୍ଟ ଗାନ୍ଧିବାଦୀ ଓ ରାଷ୍ଟ୍ରୀୟ ଯୁବ ପ୍ରକଳ୍ପର ପ୍ରତିଷ୍ଠାତା ଡକ୍ଟର ଏସ୍.ଏନ୍. ସୁବାରାଓଙ୍କ ପ୍ରାରମ୍ଭିକ  ଅଭିଭାଷଣରୁ ଆଜିର ଶାନ୍ତି ଓ ସଦ୍ଭାବନାରେ ଯୁବା ସମାବେଶ, ବାହାଇ

0 comment Read Full Article

ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର ଓ ସାରସ୍ୱତ ସମ୍ବର୍ଧନା ୨୦୧୭ ଅନୁଷ୍ଠିତ

ଭୁବନେଶ୍ୱର,୩୧/୧୨/୨୦୧୭(ଓଡ଼ିଶା ସମାଚାର)-ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର ଓ ସାରସ୍ୱତ ସମ୍ବର୍ଧନା ୨୦୧୭ ଅନୁଷ୍ଠିତ ହୋଇଯାଇଛି |ଏହି ଅବସରରେ ବିପ୍ଲବୀ କବି ରବି ସିଂ ଙ୍କୁ ୨୦୧୭ ବର୍ଷ ପାଇଁ ଅତି ବାଡ଼ି

0 comment Read Full Article

ନୂଆବର୍ଷର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୩୧/୧୨/୨୦୧୭(ଓଡ଼ିଶା ସମାଚାର)-ରାଜ୍ୟବାସୀଙ୍କୁ ନୂଆବର୍ଷ ଅବସରରେ ହାର୍ଦ୍ଧିକ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍, ପ୍ରାକୃତିକ ଗ୍ୟାସ୍, ଦକ୍ଷତା ବିକାଶ ତଥ ଉଦ୍ୟମିତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆବର୍ଷ

0 comment Read Full Article

ବିଜେପୁରର ୨୭୦ ବୁଥରେ ବିଜେପିର ମନ କି ବାତ କାର୍ଯ୍ୟକ୍ରମ

    ବିଜେପୁରର ୨୭୦ ବୁଥରେ ବିଜେପିର ମନ କି ବାତ କାର୍ଯ୍ୟକ୍ରମ

ବିଜେପୁର, ୩୧/୧୨/୨୦୧୭(ଓଡ଼ିଶା ସମାଚାର)-ବିଜେପୁର ନିର୍ବାଚନ ମଣ୍ଡଳୀର ୨୭୦ ବୁଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମ ଅବସରରରେ ବିଜେପୁର ଠାରେ ସହସ୍ରାଧିକ ସ୍ଥାନୀୟ ଜନତାଙ୍କ

0 comment Read Full Article

ଭାଓଲିନା ବୋରୋଙ୍କୁ କିଟ୍ ନହ୍ନିପରୀ ଟାଇଟଲ୍୨୦୧୭

  ଭୁବନେଶ୍ୱର, ୩୧/୧୨/୨୦୧୭(ଓଡ଼ିଶା ସମାଚାର)-ଗୌହାଟୀର ଭାଓଲିନା ବୋରୋ କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ ୨୦୧୭ ଟାଇଟଲ୍ ହାସଲ୍ କରିଛନ୍ତି । କିଟ୍ ପକ୍ଷରୁ ଆୟୋଜିତ ‘କିଟ୍

0 comment Read Full Article

ତାଳଚେରର ବରିଷ୍ଠ ଓକିଲ ଅରୁଣ ଶଙ୍କର ମିଶ୍ର ସମ୍ମାନୀତ

ତାଳଚେର, ୩୧/୧୨/୨୦୧୭(ଓଡ଼ିଶା ସମାଚାର/ପ୍ରିୟମାଧବ ଦାସ)- ତାଳଚେର ଓକିଲ ସଂଘର ବରିଷ୍ଠ ଓକିଲ ଅରୁଣ ଶଙ୍କର ମିଶ୍ରଙ୍କୁ ନିଖିଳ ଓଡିଶା ଆଇନଜୀବୀ ସଂଘର ୪୬ତମ ବାର୍ଷିକ ଉତ୍ସବ ସମାରୋହରେ

0 comment Read Full Article

ସଂକ୍ଷେପରେ ତାଜା ଖବର : ଶ୍ୱାସରୁଦ୍ଧ ହୋଇ ୨ ମୃତ

ନିଆଳି, ୩୧/୧୨/୨୦୧୭(ଓଡ଼ିଶା ସମାଚାର)- ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କର ମୃତ୍ୟୁ ହୋଇଛି । ମିଳିଥିବା ତାଜା ସୂଚନା ଅନୁସାରେ ନାଗବାଲିସ୍ଥିତ ଗ୍ୟାସ ଗୋଦାମରେ ଶ୍ୱାସରୁଦ୍ଧ ହୋଇ ୨

0 comment Read Full Article

ସଂକ୍ଷେପରେ ତାଜା ଖବର : ଜାନୁଆରୀ ୩ ରୁ ୧୦ ଭିତରକନିକା ବନ୍ଦ ୍

    ସଂକ୍ଷେପରେ ତାଜା ଖବର : ଜାନୁଆରୀ ୩ ରୁ ୧୦ ଭିତରକନିକା ବନ୍ଦ ୍

ରାଜନଗର, ୩୧/୧୨/୨୦୧୭(ଓଡ଼ିଶା ସମାଚାର)-ଆସନ୍ତା ଜାନୁଆରୀ ୩ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଅଭୟାରଣ୍ୟ ବନ୍ଦ ୍ରହିବ । କୁମ୍ବୀର ଗଣନା ପାଇଁ  ଏହି ବନ୍ଦ

0 comment Read Full Article
1 2 3 48

Polls

Sorry, there are no polls available at the moment.