ଓଡ଼ିଶା ସମାଚାର

Archive

ସଂକ୍ଷେପରେ ତାଜା ଖବର : ଆମ୍ବୁଲାନ୍ସ ସେବାକୁ ଏସମା ଲଗାଇଲେ ସରକାର

ଭୁବନେଶ୍ୱର, ୩୧/୦୭/୨୦୧୭(ଓଡ଼ିଶା ସମାଚାର)-  ଆମ୍ବୁଲାନ୍ସ ସେବାକୁ ଏସମା ଲଗାଇଲେ ସରକାର । ଆସନ୍ତା କାଲି ଠାରୁ ଆମ୍ବୁଲାନ୍ସ  କର୍ମଚାରୀମାନେ ଆନ୍ଦୋଳନ କରିବାର ଥିବାରୁ ରୋଗୀ ସେବାକୁ ଆଖି ଆଗରେ ରଖି ସରକାର ଅଗଷ୍ଟ ୧ ତାରିଖରୁ ୬ ମାସ ପାଇଁ ଏସମା

0 comment Read Full Article

କେନାଲରେ ପାଣି ଆସୁନି – ପାନୀୟ ଜଳ ପ୍ରକଳ୍ପରୁ ଚାଷ ଜମିକୁ ପାଣି ମାଡ଼ୁଛି

ତାରପୁର, ୩୧/୦୭/୨୦୧୭(ଓଡ଼ିଶା ସମାଚାର)-ରାଜ୍ୟରେ ଜଳସେଚନ ପାଇଁ  ପର୍ଯ୍ୟାପ୍ତ ବ୍ୟବସ୍ଥା ହୋଇଥିବାର ସରକାର କହୁଥିବାବେଳେ  ପ୍ରକୃତରେ ବାସ୍ତବ ଠାରୁ  ଭିନ୍ନ ପରିଲଖିତ ହେଉଛି ।  ଶ୍ରାବଣ ମାସ ସରିବାକୁ ବସିଥିବାବେଳେ  ଶହ ଶହ ଏକର ଜମି ରୁଆ ଓ ବେଉଷଣ ହୋଇ ନପାରି 

0 comment Read Full Article

ଚିକିଣିଆରେ ପଂଚାୟତ ସ୍ତରିୟ ଜନ ଶୁଣାଣି

ତାରପୁର, ୩୧/୦୭/୨୦୧୭(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍  ଚିକିଣିଆ ପଂଚାୟତ କାର୍ଯ୍ୟାଳୟରେ  ବ୍ଲକ୍ ଅଧ୍ୟକ୍ଷା ସ୍ୱପ୍ନାସରିତା ବଳ ଓ ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀ ଉପସ୍ଥିତ ହୋଇ ପଂଚାୟତ ବାସୀଙ୍କ ପକ୍ଷରୁ ବିଭିନ୍ନ ସମସ୍ୟା ସମ୍ପର୍କରେ ଶୁଣାଣି କରିଥିଲେ ।  ସ୍ଥାନୀୟ ସରପଂଚ  ଶର୍ମିଷ୍ଠା ସ୍ୱାଇଁଙ୍କ

0 comment Read Full Article

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୋମନା ବିଜୟୀ ଜିଲ୍ଲା ପରିଷଦ

ଭୁବନେଶ୍ୱର, ୩୧/୦୭/୨୦୧୭(ଓଡ଼ିଶା ସମାଚାର)- ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତି ଏବଂ ରାଜ୍ୟ ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମକୁ ପାଥେୟ କରି ନୂଆପଡ଼ା ଜିଲ୍ଲା କୋମନା ବ୍ଲକର ତ୍ରିସ୍ତରୀୟ

0 comment Read Full Article

ସ୍ୱତନ୍ତ୍ର ଅନୁଦାନ ସହିତ ସ୍ୱତନ୍ତ୍ର ବିକାଶ ପରିଷଦ: ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲେ କୋରାପୁଟର ଜନଜାତି ପ୍ରତିନିଧି

ଭୁବନେଶ୍ୱର, ୩୧/୦୭/୨୦୧୭(ଓଡ଼ିଶା ସମାଚାର)- ବିକାଶ ପ୍ରକ୍ରିୟାରେ ସବୁ ଜନଜାତି ସଂପ୍ରଦାୟଙ୍କୁ ଆହୁରି କ୍ରିୟାଶୀଳ ଓ ଫଳପ୍ରସୂ ଭାବେ ସାମିଲ କରିବା ଲକ୍ଷ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ

0 comment Read Full Article

ସମାଜ ଗଠନରେ ସାମ୍ବାଦିକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା

ଭୁବନେଶ୍ୱର, ୩୧/୦୭/୨୦୧୭(ଓଡ଼ିଶା ସମାଚାର)- ଓଡ଼ିଶା ପତ୍ରକାର ସଂଘର ରାଜ୍ୟ ସମ୍ମିଳନୀ ହୋଟେଲ କେଶରୀଠାରେ ଅନୁଷ୍ଠିତ ହୋଇଯାଇଛି । ଉପସ୍ଥିତ ଅତିଥିମାନେ ଏହି ସମ୍ମିଳନୀରେ ସମାଜ ଗଠନ କ୍ଷେତ୍ରରେ

0 comment Read Full Article

ଦକ୍ଷତା ବିକାଶ ରଥ ଶୁଭାରମ୍ଭ

ଫୁଲବାଣୀ, ୩୧/୦୭/୨୦୧୭(ଓଡ଼ିଶା ସମାଚାର)- ବିଶ୍ୱ ଯୁବ ଦକ୍ଷତା ଦିବସ ଉପଲକ୍ଷେ ଗତ ୧୫ ତାରିଖ ଦିନ ଭୁବନେଶ୍ୱରଠାରେ ଶୁଭାରମ୍ଭ ହୋଇଥିବା ଦକ୍ଷତା ବିକାଶ ରଥ ଜିଲ୍ଲା ସଦର

0 comment Read Full Article

ସୂଚନା ଅଧିକାର ଅଧିନିୟମ ସମ୍ପର୍କିତ ଜିଲ୍ଲାସ୍ତରୀୟ କର୍ମଶାଳା

 ବାଲେଶ୍ୱର, ୩୧/୦୭/୨୦୧୭(ଓଡ଼ିଶା ସମାଚାର)-ଜିଲ୍ଲା ପ୍ରଶାସନ ପକ୍ଷରୁ ‘ସୂଚନା ଅଧିକାର ଅଧିନିୟମ-୨୦୦୫’ର ସଫଳ କାର୍ଯ୍ୟକାରିତା ସମ୍ପର୍କିତ ଏକ କର୍ମଶାଳା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ‘ସଦଭାବନା ସଭାଗୃହ’ ପରିସରରେ ଅନୁଷ୍ଠିତ

0 comment Read Full Article

୩ ଦିନରେ ଘର ଭଙ୍ଗା ସହାୟତା ଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶ

    ୩ ଦିନରେ ଘର ଭଙ୍ଗା ସହାୟତା ଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶ

ଭୁବନେଶ୍ୱର, ୩୧/୦୭/୨୦୧୭(ଓଡ଼ିଶା ସମାଚାର)-ବନ୍ୟା କ୍ଷତିଗ୍ରସ୍ତ ରାୟଗଡ଼ା ଓ ଭଦ୍ରକ ଜିଲ୍ଲାର ବନ୍ୟା କ୍ଷୟକ୍ଷତି ଓ ରିଲିଫ ଏବଂ ଥଇଥାନ ସମ୍ପର୍କରେ ଅନୁଧ୍ୟାନ କରିବାପାଇଁ ଯାଇଥିବା ରାଜ୍ୟ ସରକାରଙ୍କର

0 comment Read Full Article

ଯାଜପୁରରେ ଉକ୍ରଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍

ଭୁବନେଶ୍ୱର, ୩୧/୦୭/୨୦୧୭(ଓଡ଼ିଶା ସମାଚାର)- ଆଜି ଜୁଲାଇ ୩୧ ତାରିଖରେ ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଠାରୁ ୧୨ କିମି ଦୂରରେ ଥିବା ସିହା ପଂଚାୟତ ଠାରେ ଉକ୍ରଳ ବିଶ୍ୱ

0 comment Read Full Article
1 2 3 87