ଓଡ଼ିଶା ସମାଚାର

ଶିକ୍ଷା

 Breaking News
  • ଜୁନ୍ ୩ରୁ ଆରମ୍ଭ ହେବ ସୋଆ ସମର୍ ଟେକ୍ନୋ କ୍ୟାମ୍ପ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)-ଆସନ୍ତା ଜୁନ୍ ୩ ତାରିଖରୁ ଆରମ୍ଭ ହେବ ଦ୍ୱିତୀୟ ସୋଆ ସମର୍ ଟେକ୍ନୋକ୍ୟାମ୍ପ । ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଅନ୍ତର୍ଗତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଡୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)ଠାରେ ସ୍କୁଲ...
  • ବହି କଳାବଜାରି ରୋକିବାକୁ ସରକାରଙ୍କ ତତ୍ପରତା                                                    ପଢ଼ାବହିରେ କ୍ୟୁଆର୍ କୋଡ ବାଧ୍ୟତାମୂଳକ ଭୁବନେଶ୍ୱର, ୨୩/୦୫/୨୦୧୯ (ଓଡ଼ିଶା ସମାଚାର)- ରାଜ୍ୟରେ ପ୍ରଥମରୁ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ମାଗଣା ପାଠ୍ୟପୁସ୍ତକର କଳାବଜାର ରୋକିବା ଲାଗି ରାଜ୍ୟରେ ପ୍ରଥମଥର ଲାଗି ସବୁ ବହିକୁ ଡିଜିଟାଲ୍ କରାଯାଇଥିଲା । ମାତ୍ର ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟରେ...
  • କଡାକଡି ହେବ ମାଟ୍ରିକ୍ ପରୀକ୍ଷା : ସବୁ କେନ୍ଦ୍ରରେ ଲାଗିବ ସିସିଟିଭି ଭୁବନେଶ୍ୱର, ୨୩/୦୫/୨୦୧୯ (ଓଡ଼ିଶା ସମାଚାର)- ଆସନ୍ତା ବର୍ଷରୁ ମାଟ୍ରିକ୍ ପରୀକ୍ଷାକୁ ଅଧିକ କଡ଼ାକଡ଼ି କରାଯିବ । ପ୍ରଶ୍ନପତ୍ର ଭାଇରାଲ୍ ରୋକିବା ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା କରାଯିବ । ପ୍ରତି ପ୍ରଶ୍ନପତ୍ରରେ ଏକ ସିକ୍ରେଟ୍ କୋଡ୍ ରହିବ ।...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...

ସ୍ୱାମୀ ଅରୂପାନନ୍ଦ ଡ଼ିଗ୍ରୀ କଲେଜରେ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘାଟିତ

ତାରପୁର,୧୧/୦୧/୨୦୧୯(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ କୁର୍ତାଙ୍ଗସ୍ଥିତ  ସ୍ୱାମୀ ଅରୂପାନନ୍ଦ ଡ଼ିଗ୍ରୀ କଲେଜରେ  ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘାଟିତ ହୋଇ ଯାଇଛି ।  ଏହି ଉପଲକ୍ଷେ ପଡ଼ିଆରେ  ପତାକା ଉତୋଳନ ହେବା ସହ ଅଧ୍ୟାପକ ଭଗବାନ ଦାସ,  ଅଧ୍ୟାପିକା ଶୁଭ୍ର ସଲିଳା ପ୍ରିୟଦର୍ଶିନୀ

0 comment Read Full Article

ରିଜିଓନାଲ କନିଷ୍ଠ ମହାବିଦ୍ୟାଳୟଠାରେ ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର

ଯାଜପୁର, ୧୧/୦୧/୨୦୧୯ (ଓଡ଼ିଶା ସମାଚାର)-ରିଜିଓନାଲ କନିଷ୍ଠ ମହାବିଦ୍ୟାଳୟ, ରାମବାଗ ପରିସରରେ ଗତ ୧୪ ଡିସେମ୍ବରରୁ ୧୨ ଦିନଧରି ଚାଲୁଥିବା ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଯାଇଛି । ଏହି ଉଦ୍ଘାଟନ ଉତ୍ସବରେ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ଅନୀଲ କୁମାର ମହାନ୍ତି

0 comment Read Full Article

ମହିଳା ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଘାଟିତ

ଗରଦପୁର, ୧୦/୦୧/୨୦୧୯ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ କୋରୁଆ ମହିଳା ମହାବିଦ୍ୟାଳୟ ପରିସରରେ ମହିଳା ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଭିକାରୀଚରଣ ଜେନାଙ୍କଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଉତ୍ସବରେ ଅତିଥି ଭାବେ ଚିତ୍ରୋପôଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବଳରାମ ଲେଙ୍କା ଯୋଗଦେଇ

0 comment Read Full Article

କିସ୍ ୫ଛାତ୍ର ୟୁଜିସି ନେଟ ରେ କୃତକାର୍ଯ୍ୟ

ଭୁବନେଶ୍ୱର, ୦୯/୦୧/୨୦୧୯ (ଓଡ଼ିଶା ସମାଚାର)-କିସ ର ୫ଜଣ ଛାତ୍ର ଗଜେନ୍ଦ୍ର ଶବର, ଗୌରବ ମାଝୀ, ଦୀପକ ସିଂହ, ବିନାୟକ ଭାତ୍ରା ଓ ହେମନ୍ତ ରାଉତ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗ (ୟୁଜିସି) ନ୍ୟାସନାଲ ଇଲିଜିବିଲିଟି ଟେଷ୍ଟ (ନେଟ)ରେ କୃତକାର୍ଯ୍ୟ ହୋଇଛନ୍ତି । ୟୁଜିସି

0 comment Read Full Article

ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର

ରାଜନଗର, ୦୯/୦୧/୨୦୧୯ (ଓଡ଼ିଶା ସମାଚାର)- ରାଜନଗର ବ୍ଲକ କୁରୁଂଟି ପଂଚାୟତ ଚନ୍ଦ୍ରଶିଖରସ୍ଥିତ ଅଷ୍ଟଶମ୍ଭୁ ସଂସ୍କୃତ ମହାବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଯାଇଛି । ଅନୁଷ୍ଠାନର

0 comment Read Full Article

ବାଳିକା ଆତ୍ମରକ୍ଷା କୌଶଳ ଶିବିର

କେନ୍ଦ୍ରାପଡା, ୦୯/୦୧/୨୦୧୯ (ଓଡ଼ିଶା ସମାଚାର)- ସ୍ଥାନୀୟ ତୁଳସୀ ମହିଳା ମହାବିଦ୍ୟାଳୟରେ ଚଳିତ ଶିକ୍ଷା ବର୍ଷରେ ବାଳିକା ଆତ୍ମରକ୍ଷା କୌଶଳ ଶିବିର ୨୫୦ ଶିବିରାର୍ଥୀନୀଙ୍କୁ ନେଇ ଆରମ୍ଭ ହୋଇଅଛି

0 comment Read Full Article

ନିରାକାରପୁର କଲେଜ ୧୯୯୨ ଗ୍ରାଜୁଏସନ ବ୍ୟାଚ ବନ୍ଧୁ ମିଳନ

ନିରାକାରପୁର, ୦୭/୦୧/୨୦୧୯ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର କ୍ଷେତ୍ରବାସୀ ଡ଼ିଏଭି କଲେଜ ୧୯୯୨ ମସିହାର ସ୍ନାତକ ପାସ କରିଥିବା (କଳା) ସ୍ନାତକ ଧାରୀ ମାନଙ୍କର ଏକ

0 comment Read Full Article

ସଂକ୍ଷେପରେ ଖବର ; ଆସନ୍ତା କାଲି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ

ଭୁବନେଶ୍ୱର, ୦୭/୦୧/୨୦୧୯ (ଓଡ଼ିଶା ସମାଚାର)- ଆସନ୍ତା କାଲି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ପ୍ରସ୍ତାବିତ ଭାରତ ବନ୍ଦ ଡ଼ାକରାକୁ ଦୃଷ୍ଟିରେ ରଖି ସରକାର ଏହି

0 comment Read Full Article

୨୦୦୧ ମାଟ୍ରିକ ବ୍ୟାଚର ବନ୍ଧୁମିଳନ

ଭୁବନ ୦୭/୦୧/୨୦୧୯ (ଓଡ଼ିଶା ସମାଚାର)-ଭୁବନ ହାଇସ୍କୁଲ ୨୦୦୧ ମାଟ୍ରିକ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ ନୀଳକଣ୍ଠପୁର ଫାର୍ମ ଠାରେ ଅନୁଷ୍ଠିତ ହୋଇଯାଇଛି । ଅମିୟ ଦାସ ଙ୍କ ଆବାହକତ୍ୱରେ

0 comment Read Full Article

ସି.ଭି.ରମଣ ମେରାଇନ ବିଭାଗ ବାର୍ଷିକ ପାରିବାରିକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର, ୦୭/୦୧/୨୦୧୯ (ଓଡ଼ିଶା ସମାଚାର)- ଓଡ଼ିଶାର ବୈଷୟିକ ଶିକ୍ଷା କ୍ଷେତ୍ରରେ ସୁନାମଧନ୍ୟ ସି.ଭି.ରମଣ ଇଂଜିନିୟରିଂ କଲେଜ ମେରାଇନ ବିଭାଗର ବାର୍ଷିକ ପାରିବାରିକ ବନ୍ଧୁମିଳନ ଉତ୍ସବ ଆଜି ଡେରାସସ୍ଥିତ

0 comment Read Full Article