ଓଡ଼ିଶା ସମାଚାର

Uncategorized

ସକ୍ଷମ ତରଫରୁ ଚକ୍ଷୁଦାନ-ମହାପୂଣ୍ୟ କାର୍ଯ୍ୟକ୍ରମ : ଚକ୍ଷୁଦାନ ପାଇଁ ଇଚ୍ଛାପତ୍ର ପ୍ରଦାନ କଲେ ୧୦୩ ଯୁବକ

ଭୁବନେଶ୍ୱର, ୦୨/୦୮/୨୦୧୭(ଓଡ଼ିଶା ସମାଚାର)- ଚକ୍ଷୁଦାନ ମହାପୂଣ୍ୟ । ଓଡ଼ିଶାରେ ନେତ୍ରହୀନଙ୍କ ସଂଖ୍ୟା କ୍ରମଶଃ ବଢୁଥିବା ବେଳେ ନେତ୍ରଦାନ ପାଇଁ ସେମିତି କିଛି ଆଖିଦୃଶିଆ ଆଗ୍ରହ ଦେଖାଉ ନାହାଁନ୍ତି ଓଡ଼ିଶାବାସୀ । ନେତ୍ରଦାନ ପାଇଁ ମଧ୍ୟ ରାଜ୍ୟରେ ସେମିତି କିଛି ବିଶେଷ ବ୍ୟବସ୍ଥା

0 comment Read Full Article

କେନାଲରେ ପାଣି ଆସୁନି – ପାନୀୟ ଜଳ ପ୍ରକଳ୍ପରୁ ଚାଷ ଜମିକୁ ପାଣି ମାଡ଼ୁଛି

ତାରପୁର, ୩୧/୦୭/୨୦୧୭(ଓଡ଼ିଶା ସମାଚାର)-ରାଜ୍ୟରେ ଜଳସେଚନ ପାଇଁ  ପର୍ଯ୍ୟାପ୍ତ ବ୍ୟବସ୍ଥା ହୋଇଥିବାର ସରକାର କହୁଥିବାବେଳେ  ପ୍ରକୃତରେ ବାସ୍ତବ ଠାରୁ  ଭିନ୍ନ ପରିଲଖିତ ହେଉଛି ।  ଶ୍ରାବଣ ମାସ ସରିବାକୁ ବସିଥିବାବେଳେ  ଶହ ଶହ ଏକର ଜମି ରୁଆ ଓ ବେଉଷଣ ହୋଇ ନପାରି 

0 comment Read Full Article

ଶ୍ରୀ ସାଇନିକେତନ ଟ୍ରଷ୍ଟ ପକ୍ଷରୁ କୁଇଜ୍ ବେଲ୍-୨୦୧୭ ଆୟୋଜିତ

    ଶ୍ରୀ ସାଇନିକେତନ ଟ୍ରଷ୍ଟ ପକ୍ଷରୁ କୁଇଜ୍ ବେଲ୍-୨୦୧୭ ଆୟୋଜିତ

ଭୁବନେଶ୍ୱର, ୩୦/୦୭/୨୦୧୭(ଓଡ଼ିଶା ସମାଚାର)-ବିଦ୍ୟାଳୟ ଯାଉଥିବା ଛାତ୍ରଛାତ୍ରୀମାନଙ୍କର ଜ୍ଞାନର ବିକାଶ ନିମନ୍ତେ ମୁକ୍ତ ତର୍କ ମାଧ୍ୟମରେ ଅଧିକରୁ ଅଧିକ ଜ୍ଞାନ ଆହରଣ କରିବା ଓ ସଚେତନ ହେବା ଲକ୍ଷ୍ୟରେ ଶ୍ରୀ ସାଇନିକେତନ ଟ୍ରଷ୍ଟ, ଉଡ଼୍ ଆପେଲ୍ ଓ ଓଡ଼ିଶା କୁଇଜ ଆସୋସିଏସନର ମିଳିତ

0 comment Read Full Article

ଗ୍ରାମୀଣ କୌଶଳ ଯୋଜନାରେ ତାଲିମ ପ୍ରଦାନ

    ଗ୍ରାମୀଣ କୌଶଳ ଯୋଜନାରେ ତାଲିମ ପ୍ରଦାନ

ତାରପୁର, ୨୯/୦୭/୨୦୧୭(ଓଡ଼ିଶା ସମାଚାର)- ଉପାସନା ଏଜୁକେଶନାଲ ଟ୍ରଷ୍ଟ ପକ୍ଷରୁ ରଘୁନାଥପୁର ବ୍ଲକ୍ ତାରପୁର ପଂଚାୟତ ଗୋକଳପୁରସ୍ଥିତ  ଦିନଦୟାଲ ଗ୍ର୍ରାମୀଣ କୌଶଳ ତାଲିମ କେନ୍ଦ୍ରରେ  ରାଜ୍ୟ ସରକାରଙ୍କ ପକ୍ଷରୁ ବୁଲୁଥିବା ଦକ୍ଷତା ରଥକୁ ସ୍ୱାଗତ କରାଯାଇଥିଲା ।  ଏହି ଉପଲକ୍ଷେ  ଏକ ସଭାର

0 comment Read Full Article

ଏସ୍.ପି.ଙ୍କ ରାତିଅଧିକା ଥାନା ପରିଦର୍ଶନ, ବଦଳୁଛି ଥାନାର ଅବସ୍ଥା

ଯାଜପୁର, ୨୪/୦୭/୨୦୧୭(ଓଡ଼ିଶା ସମାଚାର/ଏ.ରାଉତ) – ଜିଲାରେ ଧୀରେ ଧୀରେ ଆଇନ ଶୃଙ୍ଖଳା ବଦଳୁଥିବାବେଳେ ଥାନାଗୁଡ଼ିକର ଅବସ୍ଥା ସୁଧୁରୁଥିବା ଦେଖିବାକୁ ମିଳିଛି । ଯାଜପୁରର ନୂତନ ଏସ୍.ପି. ଚରଣ

0 comment Read Full Article

କବି ନାରାୟଣ ମୁଦୁଲି ଫାଉଣ୍ଡେସନ ଆନୂକୁଲ୍ୟରେ ଚତୁର୍ଥ ରାଜ୍ୟସ୍ତରୀୟ ସାରସ୍ୱତ ସମ୍ମାନ ପ୍ରଦାନ ସମାରୋହ

    କବି ନାରାୟଣ ମୁଦୁଲି ଫାଉଣ୍ଡେସନ ଆନୂକୁଲ୍ୟରେ ଚତୁର୍ଥ ରାଜ୍ୟସ୍ତରୀୟ ସାରସ୍ୱତ ସମ୍ମାନ ପ୍ରଦାନ ସମାରୋହ

 କଟକ, ୧୭/୦୭/୨୦୧୭(ଓଡ଼ିଶା ସମାଚାର)-କବି ନାରାୟଣ ମୁଦୁଲି ଫାଉଣ୍ଡେସନ ଆନୁକୂଲ୍ୟରେ କବି ନାରାୟଣ ମୁଦୁଲିଙ୍କ ୫୨ ତମ ଜୟନ୍ତୀ ତଥା ଫାଉଣ୍ଡେସନର ଚତୁର୍ଥ ରାଜ୍ୟସ୍ତରୀୟ ସାରସ୍ୱତ ସମ୍ମାନ ପ୍ରଦାନ

0 comment Read Full Article

ମୋବାଇଲ ଆପରେ ଜଣାପଡିବ ଜିଏସ୍ଟି ଦର : ମୋବାଇଲ୍ ଆପ୍ ‘ଜିଏସ୍ଟି ରେଟ୍ସ୍ ଫାଇଣ୍ଡର’ ଶୁଭାରମ୍ଭ କଲେ ଅର୍ଥମନ୍ତ୍ରୀ ଶ୍ରୀ ଅରୁଣ ଜେଟଲୀ

କେନ୍ଦ୍ରୀୟ ଉପôାଦ ଏବଂ ସୀମା ଶୁଳ୍କ ବୋର୍ଡ (ସିବିଇସି) ପକ୍ଷରୁ ଜିଏସ୍ଟି ବ୍ୟବସ୍ଥା ଅନ୍ତର୍ଗତ କାରବାରକୁ ସୁଗମ କରିବା ଲାଗି ପଦକ୍ଷେପ ନୂଆଦିଲ୍ଲୀ/ ଭୁବନେଶ୍ୱର, ୧୧/୦୭/୨୦୧୭(ଓଡ଼ିଶା ସମାଚାର/ପିଆଇବି)-କେନ୍ଦ୍ର

0 comment Read Full Article

ସ୍ୱାସ୍ଥ୍ୟ ସଚିବଙ୍କ ଯାଜପୁର ଜିଲ୍ଳ୍ା ଗସ୍ତ: ଊନ୍ନୟନ କାର୍ଯ୍ୟ ସମୀକ୍ଷା

ଯାଜପୁର,୨୯/୦୬/୨୦୧୭(ଓଡ଼ିଶା ସମାଚାର/ଏ.ରାଉତ)- ବିଭିନ୍ନ ଜନହିତକାରୀ ଯୋଜନାର ସପଂଳ ରୂପାୟନ ସହ ଲୋକ ମାନଙ୍କର ଆବଶ୍ୟକତାକୁ ପୂରଣ ଦିଗରେ ଜିଲ୍ଳ୍ା ପ୍ରଶାସନ ସପଂଳ ହୋଇଚ୍ଥି ବୋଲି ଯାଜପୁର ଜିଲ୍ଳ୍ା

0 comment Read Full Article

ଜୁଲାଇ ପହିଲା ଠାରୁ ପାଚିକା ସହାୟିକାମାନେ ବ୍ଲକ ଶିକ୍ଷାଧିକାରୀ ଅଫିସ୍ ଆଗରେ ଧାରଣା ଦେବେ

ଭୁବନେଶ୍ୱର, ୨୪/୦୬/୨୦୧୭(ଓଡ଼ିଶା ସମାଚାର)-ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକାସଂଘର ରାଜ୍ୟ କମିଟି ବୈଠକ ରାଧାରମଣ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ପାଚିକା ମାନଙ୍କର

0 comment Read Full Article

ଶ୍ରୀ ଆୱାର୍ଡ ୨୦୧୭

    ଶ୍ରୀ ଆୱାର୍ଡ ୨୦୧୭

ଭୁବନେଶ୍ୱର, ୧୮/୦୬/୨୦୧୭(ଓଡ଼ିଶା ସମାଚାର)-ଭାରତୀୟ କଳା ଓ ସଂସ୍କୃତି ତଥା ଓଡିଶା ସମେତ ଦିଲ୍ଲୀର ବିଭିନ୍ନ ବସ୍ତିର ମହିଳା ଏବଂ ଶିଶୁମାନଙ୍କର ଅର୍ଥନୈତିକ ଓ ସାମାଜିକ ଉନ୍ନତି ଦିଗରେ

0 comment Read Full Article

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...