ଓଡ଼ିଶା ସମାଚାର

ସଂକ୍ଷେପରେ ତାଜା ଖବର : ଟ୍ରକ୍ ଧକାରେ ମହିଳା ମୃତ – ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

 Current News

ସଂକ୍ଷେପରେ ତାଜା ଖବର : ଟ୍ରକ୍ ଧକାରେ ମହିଳା ମୃତ – ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ସଂକ୍ଷେପରେ ତାଜା ଖବର : ଟ୍ରକ୍ ଧକାରେ ମହିଳା ମୃତ – ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ
June 06
22:53 2017

ବେଗୁନିଆ, ୦୬/୦୬/୨୦୧୭(ଓଡ଼ିଶା ସମାଚାର) – ଏକ ଟ୍ରକ୍ ଧକାରେ ଜଣେ ମହିଳାଙ୍କର  ମୃତ୍ୟୁ ହୋଇଛି । ବେଗୁନିଆ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଛକରେ ହୋଇଛି ଏହି ଦୁର୍ଘଟଣା । ଦୁର୍ଘଟଣାରେ ଲିଲି ନାୟକ ନାମକ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ଘଯଣାସ୍ଥଳରେ ଉତେଜନା ପ୍ରକାଶ ପାଇଛି । ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଗାଡ଼ି ମଟର ଯାତାୟତ ବାଧାପ୍ରାପ୍ତ ହୋଇଛି । ଖବର ପାଇ ବେଗୁନିଆ ଥାନା ପୁଲିସ୍ ଘଟଣାା ସ୍ଥଳରେ ପହଂଚିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

4 × five =