ଓଡ଼ିଶା ସମାଚାର

ସଂସ୍କୃତି ବିଭାଗ ପକ୍ଷରୁ ଅଭିନେତା ବୈକୁଣ୍ଠ ଦାସଙ୍କୁ ଲକ୍ଷେ ଟଙ୍କାର ସରକାରୀ ସହାୟତା ପ୍ରଦାନ

ସଂସ୍କୃତି ବିଭାଗ ପକ୍ଷରୁ ଅଭିନେତା ବୈକୁଣ୍ଠ ଦାସଙ୍କୁ ଲକ୍ଷେ ଟଙ୍କାର ସରକାରୀ ସହାୟତା ପ୍ରଦାନ

May 20
16:48 2017

 ଭୁବନେଶ୍ୱର, ୨୦/୦୫/୨୦୧୭(ଓଡ଼ିଶା ସମାଚାର) – ବିଶିଷ୍ଟ ଅଭିନେତା ବୈକୁଣ୍ଠ କୁମାର ଦାସଙ୍କ ଚିକିତ୍ସା ନିମନ୍ତେ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ୧ଲକ୍ଷ ଟଙ୍କାର ଅ ।ର୍ଥିକ ସହାୟତା ପ୍ରଦାନ କରାଯାଇଛି  । ଏହି ସହାୟତା ରାଶି ରାଜ୍ୟ କଳାକାର କଲ୍ୟାଣ ପାଣ୍ଠିରୁ ଯୋଗାଇ ଦେବା ପାଇଁ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବିଭାଗକୁ ନିର୍ଦ୍ଧେଶ ଦେଇଛନ୍ତି  । ଉଭୟ ଛୋଟ ଓ ବଡ଼ ପରଦାରେ କାର୍ଯ୍ୟ କରି ପ୍ରଶଂସିତ ଓ ଆଦୃତ ହୋଇଥିବା ଅଭିନେତା ବୈକୁଣ୍ଠ କୁମାର ଦାସ ଗତ ମାସରୁ ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି  । ସେ ଆପ୍ଲାଷ୍ଟିକ୍ ଆନିମିଆରେ ପୀଡ଼ିତ ବୋଲି ଜଣାପଡ଼ିଛି  । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

eleven + ten =