ଓଡ଼ିଶା ସମାଚାର

ଜିଲ୍ଳ୍ା ସଂସ୍କୃତି ପରିଷଦ ବୈଠକ ଅନୁଷ୍ଠିତ

ଜିଲ୍ଳ୍ା ସଂସ୍କୃତି ପରିଷଦ ବୈଠକ ଅନୁଷ୍ଠିତ

May 19
19:55 2017

ଯାଜପୁର, ୧୯/୦୫/୨୦୧୭(ଓଡ଼ିଶା ସମାଚାର /ଏ.ରାଉତ) – ଯାଜପୁର ଜିଲ୍ଳ୍ା ସଂସ୍କୃତି ପରିଷଦ ବୈଠକ ଗୁରୁବାର ପୂର୍ବାହ୍ନରେ ଜିଲ୍ଳ୍ାପାଳଙ୍କ  ଆବାସିକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଚ୍ଥି ।  ଜିଲ୍ଳ୍ାପାଳ ତଥା ସଂସ୍କୃତି ପରିଷଦର ଅଧ୍ୟକ୍ଷ ରଂଜନ କୁମାର ଦାସ ଏଥିରେ ଅଧ୍ୟକ୍ଷତା କରିବା ସହ ଜିଲ୍ଳ୍ାର କଳା ଓ ସଂସ୍କୃତିକୁ ଏକ ନୂତନ ଦିଶା ଦେବାକୁ ପ୍ରତ୍ୟେକ ଊଦ୍ୟମ କରିବାକୁ ଆହ୍ୱାନ ଦେଇଥିଲେ ।  ଯାଜପୁର ଏକ ଏ÷୍ୟତିହାସିକ, ଆଧ୍ୟାତ୍ମିକ, ପର୍ଯ୍ୟଟନ, କୃଷି ପ୍ରଧାନ, ଶିଳ୍ପ ବହୁଳ ଓ ଭାଇଚାରାର ଅଂଚଳ ।  ଏହାର ବିବିଧ ସଂସ୍କୃତି ମଧ୍ୟ ବେଶ୍ ଊନ୍ନତ  ଓ ସମୃଦ୍ଧ ।  ସାହିତ୍ୟ କ୍ଷେତ୍ରରେ ମଧ୍ୟ ଜିଲ୍ଳ୍ାର ଗୈାରବ ମହାନ ।  ଏହି ଏ÷୍ୟତିହ୍ୟ ଓ ଗୈାରବକô ଆହୁରି ଅଧିକ ରୁଦ୍ଧିମନ୍ତ କରିବାକୁ ସମସ୍ତ ସଦସ୍ୟ ଊଦ୍ୟମ କରିବାକô ଜିଲ୍ଳ୍ାପାଳ ଶ୍ରୀ ଦାସ ଆହ୍ୱାନ ଦେଇଥିଲେ ।  ୨୦୧୬-୧୭ ବର୍ଷର ଆୟ ବ୍ୟୟର ସମୀକ୍ଷା କରାଯାଇଥିଲା ।  ଗୈାତମ ବୁଦ୍ଧ ସଂସ୍କୃତି ଭବନ ସଂରକ୍ଷଣ ବାବଦରେ ୨ ଲକ୍ଷ ୬୬ ହଜାର ଟଂକା ମିଳିଥିବା ବେଳେ କର୍ମଚାରୀ ଦରମା, ଇଲେକ୍ଟ୍ରି ବିଲ୍ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ୨୦୫୧୨୦ ଟଂକା ବ୍ୟୟ କରାଯାଇଚ୍ଥି ।  ସେହିପରି ସଂସ୍କୃତି ପରିଷଦର ବାର୍ଷିକ ଅନୁଦାନ ୬ଲକ୍ଷ, ଅନ୍ୟାନ୍ୟ ଊସôବ ଆୟୋଜନ ନିମିତ ମିଳିଥିବା ଆର୍ଥୀକ ଅନୁଦାନ, ବିରଜା ମହାତ୍ମ୍ୟ ପୁସ୍ତକ ବିକ୍ରୟ ଓ ସୁଧ ଅର୍ଥ ସହ ୮୮୫୫୦୩ ଟଂକା ରହିଥିବା ବେଳେ ବିଭିନ୍ନ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନକୁ ଅନୁଦାନ, ବିଭିନ୍ନ ଜାତାୟ ଦିବସ ପାଳନର ଆନୁସଙ୍ଗିକ ଖର୍ଚ୍ଚ ଇତ୍ୟାଦି ବାବଦରେ ୨୧୮୩୯୩ ଟଂକା ବ୍ୟୟ ହୋଇଚ୍ଥି ।  ପ୍ଥର୍ବରୁ ଜିଲ୍ଳ୍ା ମହୋସôବରୁ ଊଦବୃତ ଅର୍ଥର ପିଂକ୍ସ ଡିପୋଜିଟ ସହ ବର୍ତମାନର ବଳକା ଅର୍ଥ, ସୁଧ ଇତ୍ୟାଦି ମିଶି ସଂସ୍କୃତି ପରିଷଦରେ ୪୮,୪୧,୪୭୭ ଟଂକା ଗଚ୍ଚ୍ଥିତ ରହିଚ୍ଥି ।  ଅପର ପକ୍ଷରେ କର୍ପସ ପଂଣ୍ଡର ମୂଳ ୨୦ ଲକ୍ଷ ଟଙ୍କା ସହ ସୁଧ ମିଶି ୪୩,୬୫,୨୯୫ ଟଂକା ରହିଚ୍ଥି ।  ଜିଲ୍ଳ୍ା କଳା ଓ ସଂସ୍କୃତି ସଂଘରେ  ୫ ଲକ୍ଷ ଟଂକାର ଭିତିଭୂମି ଅର୍ଥ ସହ ସୁଧ ଓ କନଭରଜେନ୍ଟର ଅଂଶ ଧନ ମିଶି ୭୦୮୧୩୨ ଟଂକା ରହିଥିବା ଜଣାଯାଇଚ୍ଥି । ଅପର ପକ୍ଷରେ ସଂସ୍କୃତି ଭବନରେ ଅଗ୍ନି ନିର୍ବାପକ ଯନ୍ତ୍ର ନ ଥିବାରୁ ଏହାର ବ୍ୟବସ୍ଥା କର୍ାଯିବା, ଶୀତ ତାପ ନିୟନ୍ତ୍ରିତ ବ୍ୟବସ୍ଥା ହୋଇଥିବାରୁ  ଅଟୋ କ୍ଳେ୍ାଜର ଡୋର ଲଗାଯିବା, ସ୍ଥାୟୀ ଅଡିଓ ଓୟାରିଂ ଓ ଆଲୋକ ବ୍ୟବସ୍ଥା, ଅନ୍ୟାନ୍ୟ ଆନୁସଙ୍ଗିକ ଊନ୍ନତି ଓ ସୁପରିଚାଳନା ନିମିତ ବ୍ୟବସ୍ଥା ସଂପର୍କରେ ଆଲୋଚନା ହୋଇ ମଂଜୁର କରାଯାଇଥିଲା । ସଂସ୍କୃତି ଭବନ ସମ୍ମୁଖ ପ୍ରବେଶ ଦ୍ୱାର ନିକଟରେ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦର୍ଶନ ପାଇଁ  ବ୍ୟବସ୍ଥା କରାଯିବ ବୋଲି ସ୍ଥିର ହେଲା ।  କବି ମାଧବ ଚନ୍ଦ୍ର  ମିଶ୍ର ଶର୍ମାଙ୍କର ଏକ ପଂଟୋଚିତ୍ର ସଂସ୍କୃତି ଭବନ ପରିସରରେ ସ୍ଥାନୀତ ହେବ ବୋଲି ସର୍ବ ସମ୍ମତି କ୍ରମେ ନିଷ୍ପତି  ନିଆଗଲା । ଆଗାମୀ  ଜିଲ୍ଳ୍ା ମହୋସôବ କାଳୀପୂଜା ପୁର୍ବରୁ ବା ପରେ ଆୟୋଜନ କରାଯିବାକୁ ସ୍ଥିର କରାଗଲା ।  ଏଥିପାଇଁ ତାରିଖ ଓ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ ପରବର୍ତୀ ବୈଠକରେ ନିର୍ଦ୍ଧାରଣ ହେବ । ଏହି ବୈଠକରେ ବ୍ୟାସନଗର ପୈାରାଧ୍ୟକ୍ଷା ସବିତା ରାଊତ, ଯାଜପୁର ପୈାରାଧ୍ୟକ୍ଷ ଭବ ପ୍ରସାଦ ଦାସ, ନିଜାରତ ଅଧିକାରୀ ଅନୁପ କୁମାର ବେହେରା, ସଂସ୍କୃତି ପରିଷଦର ସମସ୍ତ ସଦସ୍ୟ ପ୍ରମୁଖ ଯୋଗଦେଇ ଆଲୋଚନାରେ  ଅଂଶ ଗ୍ରହଣ କରିଥିଲେ ।  ପ୍ରାରମ୍ଭରେ ଜିଲ୍ଳ୍ାପାଳ ରାଷ୍ଟ୍ର୍ରପତି  ପୁରସ୍କାର ପ୍ରାପ୍ତ ବିଶିଷ୍ଟ ସିନେମାଟୋଗ୍ରାପଂର ଶିବୁ ପୃଷ୍ଟିଙ୍କୁ ସମ୍ୱର୍ଦ୍ଧନା ଦିଆଯିବା ସହ ଜିଲ୍ଳ୍ା କଳା ସଂସ୍କୃତି ସଂଘର ଊପ-ସଭାପତି ଅନିରୁଦ୍ଧ ପରିଡା ରାଜ୍ୟ ଲୋକକଳା ମହୋସôବରେ ପୁରସ୍କୃତ ହୋଇଥିବାରୁ ସମ୍ୱର୍ଦ୍ଧିତ କରାଯାଇଥିଲା ।  ହରିପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ମହାନ୍ତିଙ୍କ ସ୍ୱରଚିତ ପୁସ୍ତକ କିଶୋର କଳିକାକୁ ଜିଲ୍ଳ୍ାପାଳ ଊନ୍ମୋଚନ  କରିଥିଲେ ।  ଜିଲ୍ଳ୍ା ସଂସ୍କୃତି ଅଧିକାରୀ ସମସ୍ତଙ୍କୁ ସ୍ୱାଗତ କରିବା ସହ ଆୟ ବ୍ୟୟର ତଥ୍ୟ ଊପସ୍ଥାପନ ଓ ଶେଷରେ ଧନ୍ୟବାଦ ଅର୍ପଣ କରାଯାଇଥିଲା    । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

10 − eight =