ଓଡ଼ିଶା ସମାଚାର

ଗରଦପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ହୋମିଓପାଥି ପ୍ରହସନ

ଗରଦପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ହୋମିଓପାଥି ପ୍ରହସନ

May 16
09:56 2017

କେନ୍ଦ୍ରାପଡ଼ା ୧୬/୦୫/୨୦୧୭(ଓଡ଼ିଶା ସମାଚାର) –କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ  ପ୍ରାୟ ଏକ ବର୍ଷ ହେବ ଜଣେ ହୋମିଓ ପାଥି ଡାକ୍ତର ଯୋଗ ଦେଇଛନ୍ତି । ଡାକ୍ତର ଜଣକ ଆଦୋ÷ ଡାକ୍ତର  ଖାନା ନ ଆସି ବିଭିନ୍ନ  ସମୟରେ ଏଣେ ତେଣେ ବୁଲିବା ସହ ଆସୁଥିବା ଔଷଧ ପତ୍ରକୁ ଅନ୍ୟ ଆଡେ ବିକ୍ରି କରୁଥିବା ନେଇ  ଯେତେବେଳେ ଏ ଡାକ୍ତରଙ୍କୁ ଖୋଜାପଡେ ଡାକ୍ତର କୁହନ୍ତି ଟୁର ରେ ଯାଉଛି । ଯାହା ଫଳରେ ରୋଗୀ ମାନେ ବାରମ୍ବାର ଆସି ଫେରିଯିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

six + four =