ଓଡ଼ିଶା ସମାଚାର

ସଂକ୍ଷେପରେ ତାଜା ଖବର : ୧୦ ହଜାର ଟଙ୍କା ଲାଂଚନେଲାବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ବାଲିଆପାଳ ଥାନା ଆଇଆଇସି ଗିରଫ

ସଂକ୍ଷେପରେ ତାଜା ଖବର : ୧୦ ହଜାର ଟଙ୍କା ଲାଂଚନେଲାବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ବାଲିଆପାଳ ଥାନା ଆଇଆଇସି ଗିରଫ

ସଂକ୍ଷେପରେ ତାଜା ଖବର : ୧୦ ହଜାର ଟଙ୍କା ଲାଂଚନେଲାବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ବାଲିଆପାଳ ଥାନା ଆଇଆଇସି ଗିରଫ
May 16
08:54 2017

ବାଲେଶ୍ୱର, ୧୬/୦୫/୨୦୧୭(ଓଡ଼ିଶା ସମାଚାର) –୧୦ ହଜାର ଟଙ୍କା ଲାଂଚନେଲାବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ବାଲିଆପାଳ ଥାନା ଆଇଆଇସି ଗିରଫ ହୋଇଛନ୍ତି ।  ଏକ ମାମଲାର ରଫା କରିବା ପାଇଁ ୧୦ ହଜାର ଟଙ୍କା ଲାଂଚ ନେଉଥିବାବେଳେ ବାଲିଆପାଳ ଥାନା ଆଇଆଇସି ସୁରେନ୍ଦ୍ର କୁମାର ବେହୁରିଆ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

11 − 6 =