ଓଡ଼ିଶା ସମାଚାର

ସଂକ୍ଷେପରେ ତାଜା ଖବର : ବାଇକ୍ କୁ ପିଟିଲା ବସ୍ – ୩ ଇଂଜିନିୟରିଙ୍ଗ ଛାତ୍ର ମୃତ

 Current News

ସଂକ୍ଷେପରେ ତାଜା ଖବର : ବାଇକ୍ କୁ ପିଟିଲା ବସ୍ – ୩ ଇଂଜିନିୟରିଙ୍ଗ ଛାତ୍ର ମୃତ

ସଂକ୍ଷେପରେ ତାଜା ଖବର : ବାଇକ୍ କୁ ପିଟିଲା ବସ୍ – ୩ ଇଂଜିନିୟରିଙ୍ଗ ଛାତ୍ର ମୃତ
May 16
07:18 2017

ଅନୁଗୋଳ, ୧୬/୦୫/୨୦୧୭(ଓଡ଼ିଶା ସମାଚାର) – ଗତକାଲି ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ଏକ ଘରୋଇ ଇଂଜିନିୟରିଙ୍ଗ କଲେଜର ୩ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଚି । ମିଳିଥିବା ତାଜା ସୂଚନା ଅନୁସାରେ ଗିକାଲି ବିଳମ୍ବିତ ରାତିରେ ହୁଲୁରୁସିଂହା ଛକରେ ଏକ ବସ୍ ଏକ ବାଇକ୍ କୁ ପିଟିବା ଯୋଗୁ ବାଇକ୍ ରେ ଥିବା ୩ ଜଣଙ୍କର ମୃତ୍ୟୁ ଘଟିଛି । ୩ ମୃତକ ମାନେ ଏକ ଘରୋଇ ଇଂଜିନିୟରିଙ୍ଗ କଲେଜ ର ଛାତ୍ର ବୋଲି ଜଣାପଡ଼ିଛି ।  ପୁଲିସ୍ ଦୁର୍ଘଟଣା ଘଟାଇଥିବା ବସ୍ କୁ ଜବତ କରି ତଦନ୍ତ ଚଳାଇଛି । ତେବେ ବର୍ତମାନ ସୁଦ୍ଧା ମୃତକ ମାନଙ୍କ ପରିଚୟ ମିଳିପାରିନାହିଁ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

five + 12 =