ଓଡ଼ିଶା ସମାଚାର

ମେଁ ୧ରୁ ଭିତରକନିକା ବନ୍ଦ ରହିବ

ମେଁ ୧ରୁ ଭିତରକନିକା ବନ୍ଦ ରହିବ

ମେଁ ୧ରୁ ଭିତରକନିକା ବନ୍ଦ ରହିବ
April 28
16:19 2017

ରାଜନଗର ,୨୮/୦୪/୨୦୧୭(ଓଡ଼ିଶା ସମାଚାର) –ଆସନ୍ତା ମେଁ ୧ ତାରିଖରୁ ପର୍ଯ୍ୟଟକମାନଙ୍କ ପାଇଁ ଭିତରକନିକା ବନ୍ଦ ରହିବ  । ମେଁ୧ ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଭିତରକନିକା ବନ୍ଦ୍ ରହିବ ବୋଲି  ଡିଏଫଓ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଭିତରକନିକାରେ ଥିବା ବଉଳା କୁମ୍ଭୀରମାନଙ୍କ ପ୍ରଜନନ ସମୟ ଥିବାରୁ ଭିତରକନିକାକୁ ବନ୍ଦ୍ ରଖାଯାଇଥିବା ଡିଏଫଓ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

four × two =