ଓଡ଼ିଶା ସମାଚାର

ସଂକ୍ଷିପ୍ତ ତାଜା ଖବର : ଚାଳକ ବିହିନ ବିମାନ ବିଲରେ ଖସିପଡ଼ିଲା

ସଂକ୍ଷିପ୍ତ ତାଜା ଖବର : ଚାଳକ ବିହିନ ବିମାନ ବିଲରେ ଖସିପଡ଼ିଲା

ସଂକ୍ଷିପ୍ତ ତାଜା ଖବର : ଚାଳକ ବିହିନ ବିମାନ ବିଲରେ ଖସିପଡ଼ିଲା
April 21
17:13 2017

ବାଲେଶ୍ୱର, ୨୧/୦୪/୨୦୧୭(ଓଡ଼ିଶା ସମାଚାର) – ଏକ ଚାଳକ ବିହିନ ବିମାନ ବିଲରେ ଖସିପଡ଼ିଲା । ବାଲିଆପାଳ ନିକଟ ଚାନ୍ଦମଣି ଗାଁ ର  ଏକ ସାରୁ ବିଲରେ ହଠାତ ଏକ ବିମାନ ଖସିପଡ଼ିବା ଦେଖି ସ୍ଥାନୀୟ ଲୋକେ ପୁଲିସ୍ କୁ ଖବର ଦେଇଥିଲେ । ବିମାନଟିରେ ଚାଳକ ନଥିଲେ । ପରୀକ୍ଷଣ ସମୟରେ ଲକ୍ଷଭ୍ରଷ୍ଟ ହୋଇ ଖସିପଡ଼ିଥିବା ଏସପି ନିତିଶେଖର କହିଛନ୍ତି । ଏସପି ଡ଼ିଆରଡ଼ିଓ କୁ ଖବର ଦେବା ପରେ ଡ଼ିଆରଡ଼ିଓ କର୍ତୃପକ୍ଷ ଖସିପଡ଼ିଥିବା ବିମାନଟିକୁ ନେଇଥିଲେ ।  ତେବେ ଏହା ଏକ ବିଳରେ ଖସିପଡ଼ିଥିବାରୁ କାହାରି କ୍ଷତି ହୋଇ ନାହିଁ ।  ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

one × three =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...