ଓଡ଼ିଶା ସମାଚାର

ଡେଲି ମାର୍କେଟ୍ ଜଳିଗଲା

ଡେଲି ମାର୍କେଟ୍ ଜଳିଗଲା

ଡେଲି ମାର୍କେଟ୍ ଜଳିଗଲା
April 20
12:35 2017

ବରଗଡ, ୨୦/୦୪/୨୦୧୭(ଓଡ଼ିଶା ସମାଚାର) –ଜଳିଗଲା ବରଗଡ ଡେଲି ମାର୍କେଟ । ଗତକାଲି ବିଳମ୍ବିତ ରାତିରେ ଅଚାନକ ନିଅାଁ ଲାଗି ୨୦ଟି ଦୋକାନ ପୋଡି ଯାଇଛି । ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଛି । ନିଅାଁ ଲାଗିବାର କାରଣ ଜଣାପଡିନଥିଫଲେ ବି ସର୍ଟସିର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ପ୍ରଥମେ ଗୋଟିଏ ଦୋକାନରୁ ନିଅାଁ ଲାଗିବା ପରେ ଦେଖୁ ଦେଖୁ ଏହା ମାଡି ଚାଲିଥିଲା । ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ନିଅାଁକୁ ଆୟତ କରିଥିଲେ । ଏହି ସମୟରେ ଏକ ଦୋକାନରେ ଥିବା ଦୁଇଟି ଗ୍ୟାସ୍ ସିଲିଣ୍ଡର ଫାଟିବା ଯୋଗୁଁ ନିଅାଁ ଅହୁରି ବ୍ୟାପିବାରେ ଲାଗିଥିଲା । ତେବେ ଆଗ୍ନିଶମ କର୍ମଚାରୀ ପୁଣି ନିଅାଁକୁ ଆୟତ କରିଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

2 × 3 =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...