ଓଡ଼ିଶା ସମାଚାର

ଭୁବନେଶ୍ୱର ସାମନ୍ତରାପୁରଠାରେ ମିଶ୍ର ଟାଇଲସ୍ ଏଣ୍ଡ ମାର୍ବଲସ୍ ଶାଖା ଉଦ୍ଘାଟିତ

ଭୁବନେଶ୍ୱର ସାମନ୍ତରାପୁରଠାରେ ମିଶ୍ର ଟାଇଲସ୍ ଏଣ୍ଡ ମାର୍ବଲସ୍ ଶାଖା ଉଦ୍ଘାଟିତ

ଭୁବନେଶ୍ୱର ସାମନ୍ତରାପୁରଠାରେ ମିଶ୍ର ଟାଇଲସ୍ ଏଣ୍ଡ ମାର୍ବଲସ୍ ଶାଖା ଉଦ୍ଘାଟିତ
April 14
12:00 2017

ଭୁବନେଶ୍ୱର ୧୪/୦୪/୨୦୧୭ ( ଓଡ଼ିଶା ସମାଚାର)- ଗୁରୁବାର ଦିନ ସାମନ୍ତରାପୁର ଲୁଇସ୍ରୋଡ ଠାରେ ମିଶ୍ର ଟାଇଲସ୍ ଏଣ୍ଡ ମାର୍ବଲସ୍ର ଏକ ନୂତନ ଶାଖା ଉଦ୍ଘାଟିତ ହୋଇଯାଇଛି । ଏହି ଉଦ୍ଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସନ୍ ହାର୍ଟ ଟାଇଲସ୍ର ରିଜିଓନାଲ ସେଲ୍୍ସ ମ୍ୟାନେଜର ଶ୍ରୀଯୁକ୍ତ ଜୟ ମାଧବ ପଣ୍ଡା ଏବଂ ସମ୍ମାନିତ ଅତିଥି ଭାବେ ସନ୍ ହାର୍ଟ ଟାଇଲସ୍ର ଏରିଆ ସେଲ୍ସ ମ୍ୟାନେଜର ଶ୍ରୀଯୁକ୍ତ ଅନିଲ କୁମାର ସାହୁ ଏବଂ ପ୍ରୋପାଇଟର ଶ୍ରୀ ଜ୍ଞାନରଞ୍ଜନ ମିଶ୍ର, ରାଧାନାଥ ମିଶ୍ର, ମନୋରଂଜନ ମିଶ୍ର, ସନ୍ଦୀପ ଦାସ, ଆସିଫ ମହମ୍ମଦ ପ୍ରମୁଖ ଯୋଗ ଦେଇଥିଲେ । ଏହି ସୋରୁମ୍ରେ ଅତ୍ୟାଧୁନିକ ଟାଇଲସ୍ ଏବଂ ମାର୍ବଲ ସହିତ ବିଭିନ୍ନ ପ୍ରକାରର କାଠ ନିର୍ମିତ ଫର୍ଣ୍ଣିଚର ଅତି ସୁଲଭ ଦରରେ ଉପଲବ୍ଧ । ଅତିଥିମାନେ ସୋରୁମ୍କୁ ବୁଲି ଦେଖିବା ସହିତ ଏହି ଶାଖାକୁ କିଭଳି ଲୋକମାନଙ୍କର ପସନ୍ଦ ହେବ ସେ ବିଷୟରେ ଉଦ୍ବୋଧନ ଦେଇଥିଲେ । ଏହି ସୋରୁମ୍ରେ ଲୋକମାନଙ୍କର ପସନ୍ଦ ଯୋଗ୍ୟ ବିଭିନ୍ନ ନାମୀଦାମୀ କଂପାନୀର ଟାଇଲସ୍ ମିଳେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

2 + three =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...