ଓଡ଼ିଶା ସମାଚାର

ପର୍ଯ୍ୟଟନ ସ୍ଥଳୀ ଗୁଡିକର ସୋ÷ନ୍ଦର୍ଯ୍ୟ ଦôାନି ନ କରିବା ପାଇଁ ନିବେଦନ

ପର୍ଯ୍ୟଟନ ସ୍ଥଳୀ ଗୁଡିକର ସୋ÷ନ୍ଦର୍ଯ୍ୟ ଦôାନି ନ କରିବା ପାଇଁ ନିବେଦନ

April 14
11:09 2017

ପାରଳାଖେମୁଣ୍ଡି, ୧୪/୦୪/୨୦୧୭ ( ଓଡ଼ିଶା ସମାଚାର)-ଗଜପତି ଜିଲ୍ଲା ସ୍ଥିତ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀମାନଙ୍କରେ ବର୍ଷତମାମ୍ ବିଭିନ୍ନ ଅଂଚଳରୁ ପର୍ଯ୍ୟଟକ ମାନେ, ବଣଭୋଜି ଓ ଆମୋଦ ପ୍ରମୋଦ ପାଇଁ ଆସିଥାଆନ୍ତି  ।  କିନ୍ତୁ ଦେଖାଯାଉଚ୍ଥି ଯେ,- ବଣଭୋଜି ପରେ ସେଠାକାର ପ୍ରାକୃତିକ ପରିବେଶର ସୁରକ୍ଷା ପାଇଁ ସାଧାରଣତଃ ଦୃଷ୍ଟି ଦେଇ ନ ଥାଆନ୍ତି  ।  ଗଚ୍ଥ କାଟିବା, ପାଣି ଦୂଷିତ କରିବା, ପଲିଥିନ୍ ବ୍ୟବଦôାର କରିବା, ପ୍ରକୃତି ଦତ ରମ୍ୟ ସ୍ଥାନକୁ ଅପରିଷ୍କାର କରି ଚାଲିଯାଆନ୍ତି  ।  ଯାଦôା ପଂଳରେ କି ପ୍ରାକୃତିକ ସୋ÷ନ୍ଦର୍ଯ୍ୟ ଭରା ସ୍ଥଳୀ ଗୁଡିକର ପରୋକ୍ଷ ଓ ପ୍ରତକ୍ଷ୍ୟରେ କ୍ଷତି ଦେôାଇଥାଏ  ।  ପ୍ରକୃତିର ବରଦାନ ସଦୃଶ୍ୟ ଗଜପତି ଜିଲ୍ଳାର ବିଭିନ୍ନ ସୁନ୍ଦର ସ୍ଥାନ ମାନ ରଦôିଚ୍ଥି  ।  ସେଦôି ସ୍ଥଳୀ ଗୁଡିକର ସୋ÷ନ୍ଦର୍ଯ୍ୟ ରକ୍ଷା କରିବା ମଧ୍ୟ ଆମରି କର୍ତବ୍ୟ ରଦôିଚ୍ଥି  ।  ଏଣୁ ପ୍ରକୃତି ଦତ ପର୍ଯ୍ୟଟନ ସ୍ଥଳୀ ଗୁଡିକର ସୋ÷ନ୍ଦର୍ଯ୍ୟର ଦôାନି ନ’କରିବା ପାଇଁ ତ୍ରୀପତି ପ୍ରସାଦ ପଣ୍ଡା ଜନସାଧାରଣଙ୍କୁ ବିନମ୍ର ନିବେଦନ ଜଣାଇଚ୍ଥନ୍ତି  ।  ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

4 × one =