ଓଡ଼ିଶା ସମାଚାର

ଚୋରାମଦ ଜବତ,୩ ଗିରଫ

ଚୋରାମଦ ଜବତ,୩ ଗିରଫ

July 16
16:51 2017

ଯାଜପୁର, ୧୬/୦୭/୨୦୧୭(ଓଡ଼ିଶା ସମାଚାର/ଏ.ରାଉତ)-ଧର୍ମଶାଳା ଅବକାରୀ ବିଭାଗ ପକ୍ଷରୁ  ଶିନିବାର ୩ଟି ସ୍ଥାନରେ ଚଢାଉ କରାଯାଇଥିଲା । ଚୋରାମଦ କାରବାର କରୁଥିବା  ତିନି ମଦ ବେପାରୀଙ୍କୁ ଗିରଫ କରିବା ସହିତ ୩୦ ଲିଟର ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଛି । ଧର୍ମଶାଳା ଅବକାରୀ ଅଧିକାରୀ ମନୋଜ ବାରିକ,ଜିଳ୍ଲା ଅବକାରୀ ସ୍ୱାର୍ଡ ପକ୍ଷରୁ ଏସ୍.ଆଇ ମାନସୀ ସାହୁ,ଏସ୍.ଆଇ ଅବନି କୁମାର ମହାପାତ୍ର ପ୍ରମୁଖ ଏହି ଥାନା ଅନ୍ତର୍ଗତ ପାଖର ଠାରେ ମଦ କାରବାର କରୁଥିବା ବବୁଲ ପରିଡା କେବିନ ଉପରେ ଚଢାଉ କରି ଚୋରାମଦ ଜବତ କରିବା ସହ ତାକୁ ଗିରଫ କରିଥିଳେ । ସେହିପରି ଅଲରମୁଣ୍ଡା ସାହିର କୁନ୍ଦୁରୀ ପିଙ୍ଗିଆ ଓ ଚଣ୍ଡିଖୋଲ ଛକର ହେମନ୍ତ ସାମଲଙ୍କ ଠାରୁ ଚୋରା ମଦ ଜବତ କରିବା ସହ ତାକୁ ଗିରଫ କରିଥିଲେ । ଗିରଫ ୩ଜଣଙ୍କ ବିରୁଦ୍ଧରେ ୩ଟି କେଶ ରୁଜୁ କରାଯାଇ ଚଣ୍ଡିଖୋଲ କୋର୍ଟକୁ ଚାଲାଣ କରାଯାଇଛି ବୋଲି ଅବକାରୀ ଅଧିକାରୀ ଶ୍ରୀ ବାରିକ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

18 + eight =