ଓଡ଼ିଶା ସମାଚାର

ଉପରାଷ୍ଟ୍ରପତି ପ୍ରସଙ୍ଗ: ନିଷ୍ପତି ନେବେ ନବୀନ

ଉପରାଷ୍ଟ୍ରପତି ପ୍ରସଙ୍ଗ: ନିଷ୍ପତି ନେବେ ନବୀନ

July 15
12:12 2017

ଭୁବନେଶ୍ୱର, ୧୫/୦୭/୨୦୧୭(ଓଡ଼ିଶା ସମାଚାର)-ଉପ ରାଷ୍ଟ୍ରପତି ଭାବେ କେଉଁ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଦେବ ସେ ସମ୍ପର୍କରେ ବିଜେଡି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତି ନେବେ ବୋଲି ଦଳୀୟ ମୁଖପାତ୍ର ସମୀର ରଂଜନ ଦାଶ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଦଳୀୟ ନେତା ମାନଙ୍କ ସହ ଆଲୋଚନା କରିବା ପରେ ଶ୍ରୀ ପଟ୍ଟନାୟକ ଏହା ଉପରେ ନିଷ୍ପତି ଗ୍ରହଣ କରିବେ । ୟୁପିଏର ପ୍ରାର୍ଥୀ ଗୋପାଳ କୃଷ୍ଣ ଗାନ୍ଧୀ ନବୀନ ପଟ୍ଟନାୟକଙ୍କ ବନ୍ଧୁ ହୋଇଥିବାରୁ ସେ କଣ ତାଙ୍କୁ ସମର୍ଥନ ଦେବେ କି ବୋଲି ସାମ୍ବାଦିକ ମାନଙ୍କର ପ୍ରଶ୍ନରେ ଶ୍ରୀ ଦାଶ କହିଛନ୍ତି ଯେ ବନ୍ଧୁତା ତା ବାଟରେ ଏବଂ ରାଜନୀତି ତା ବାଟରେ । ସେ ସମ୍ପର୍କରେ ବିଜେଡି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତି ନେବେ । ଓଡ଼ିଶା ସମାଚାରBJD

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

3 × 4 =