ଓଡ଼ିଶା ସମାଚାର

ତଳବେଡା ସାହିରେ ମଶାରୀ ବଂଟନ

ତଳବେଡା ସାହିରେ ମଶାରୀ ବଂଟନ

July 13
17:15 2017

ହରିଚନ୍ଦନପୁର, ୧୩/୦୭/୨୦୧୭(ଓଡ଼ିଶା ସମାଚାର)-ହରିଚନ୍ଦନପୁର ବ୍ଲକ ଭଗାମୁଣ୍ଡା ପଂଚାୟତ ତଳବେଡା ସାହିରେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ମାଗଣାରେ ମଶାରୀ ବଂଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସରପଂଚ ତେଲେଙ୍ଗା ମାଝୀ, ୮ନଂ ୱାଡମେମ୍ବର ଚ¶ାବତୀ ବେହୁରା,ସ୍ୱାସ୍ଥ୍ୟକର୍ମୀ ରୁକ୍ମଣୀ ଜେନା, ଦ÷÷ତାରୀ ପାତ୍ର ଓ ଆଶାଦିଦି ଦୈପତି ପୂଆଣଙ୍କ ଉପସ୍ଥିତିରେ ୱାଡର ୭୬ ଜଣଙ୍କୁ ମଶାରୀ ବଂଟା ଯାଇଥିଲା । ଅଂଚଳରେ ମ୍ୟାଲେରିଆ ଜର ବ୍ୟାପୁଥିବା ଆଖି ଆଗରେରଖି ସରକାର ସମସ୍ତଙ୍କ ପାଇଁ ମାଗଣାରେ ସ୍ୱାସ୍ଥ୍ୟ କର୍ମୀଙ୍କ ଦ୍ୱାରା ମଶାରୀ ବଂଟା ଯାଉଛି । ଏକି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଂଚ ଆସିଥିବା ବେଳେ ଲୋକ ମାନଙ୍କୁ ଶୋଇବା ପୂର୍ବରୁ ମଶାରୀ ଟାଣିବା ଆବଶ୍ୟକ ଏପରି କଲେ ମ୍ୟାଲେରିଆ ଜରକୁ ଦୁରରେ ରହିବ ବୋଲି ଲୋକଙ୍କୁ ବୁଝାଇ ଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

fourteen − 6 =